ETV Bharat / bharat

ଆସିଲା 8 ଆପାଚି, ଶତ୍ରୁ ଦେଶର ଉଡିବ ହୋସ

ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ଆଜି ସାମିଲ ହେଲା 8ଟି ଆପାଚି ଲଢୁଆ ବିମାନ।

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 3, 2019, 10:35 AM IST

Updated : Sep 3, 2019, 11:02 AM IST

ନୂଆଦିଲ୍ଲୀ: ଏଣିକି ଶତ୍ରୁ ଦେଶର ଉଡିବ ହୋସ । ଭାରତରେ ସାମିଲ ହେଲା 8ଟି ଆପାଚି ଲଢୁଆ ବିମାନ । ଆମେରିକା ଦ୍ବାରା ନିର୍ମିତ ଆପାଚି ହେଲିକପ୍ଟର AH-64E କୁ ଆଜି ପଠାନକୋଟ ଏୟାରବେସ ଠାରେ ସାମିଲ କରାଇବେ ଏୟାର ଚିଫ୍‌ ମାର୍ସାଲ ବି ଏସ ଧନୱା । 2016ରେ ପଟାନକୋଟରେ ପାକିସ୍ତାନ ପକ୍ଷରୁ ହୋଇଥିଲା ଆକ୍ରମଣ ।

ସୂଚନାଯୋଗ୍ୟ, ଆମେରିକା ଦ୍ବାରା ନିର୍ମିତ ଆପାଚି ହେଲିକପ୍ଟର AH-64E ବିଶ୍ବର ଆଡଭାନ୍ସ ମଲ୍ଟି-ରୋଲ୍ ଯୁଦ୍ଧ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରିଥାନ୍ତି । 2015ରେ ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଭାରତକୁ ଆହୁରି 22ଟି ହେଲିକପ୍ଟର ମିଳିବ । ଏହା ପୂର୍ବରୁ 27 ଜୁଲାଇରେ 4 ହେଲକପ୍ଟର ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପୂର୍ବରୁ 2017ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ 6ଟି ଆପାଚି ଅତ୍ୟାଧୁନିକ ହେଲିକପ୍ଟର ପାଇଁ ବୋଇଁ କମ୍ପାନୀ ସହ ଚୁକ୍ତି କରାଯାଇଥିଲା। ଯୁଦ୍ଧାସ୍ତ୍ର ଖଞ୍ଜା ଯିବାକୁ 4168 କୋଟି ଟଙ୍କାର ଚୁକ୍ତି ହୋଇଥିଲା । ତେବେ ଆପାଚି ପହଞ୍ଚିବା ପୂର୍ବରୁ ଲଢାକୁ ବିମାନକୁ ତୋପ ସମାଲି ଦିଆଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଉଡାଣ ଭରିଥିଲା ଆପାଚେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କାଶ୍ମୀରକୁ ନେଇ ପାକିସ୍ତାନ ଲଗାତାର ଭାରତକୁ ଚେତାବନୀ ଦେଇ ଆସୁଥିବାବେଳେ ଚୀନ ମଧ୍ୟ ପାକିସ୍ତାନ ସମର୍ଥନ କରିଅଛି । ତେଣୁ ଏହି ସମୟରେ ଏହାକୁ ଆବଶ୍ୟକତା ଢେର ରହିଛି । ତେବେ ଏହି ବିମାନ ରଖିବାରେ ଭାରତ 16 ତମ ସ୍ଥାନରେ ରହିଛି ।

Intro:Body:

In a major boost to the Indian Air Force’s combat capabilities, eight US-made Apache AH-64E attack helicopters are set to be inducted into the IAF today.

Air Chief Marshal B.S. Dhanoa will be the chief guest during the induction ceremony, which will take place at the Pathankot Air Force station.

Conclusion:
Last Updated : Sep 3, 2019, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.