ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: 13 ଆସନରେ 64% ମତଦାନ

ଝାରଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ । ପ୍ରଥମ ପର୍ଯ୍ୟାୟରେ 64.12 ପ୍ରତିଶତ ମତଦାନ ହୋଇଛି ।

author img

By

Published : Nov 30, 2019, 9:59 PM IST

ଝାରଖଣ୍ଡ ବିଧାନସଭା ନିର୍ବାଚନ
ଡିଜାଇନ ଫଟୋ

ହାଇଦ୍ରାବାଦ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 64.12 ପ୍ରତିଶତ ମତଦାନ ହୋଇଛି । ଗତ ନିର୍ବାଚନ ତୁଳନାରେ ଏଥର ଭୋଟ ପ୍ରତିଶତ ଅଧିକ ରହିଛି । ପ୍ରଥମ ଚରଣରେ 13ଟି ଆସନରେ ଭୋଟ ଗ୍ରହଣ ହୋଇଛି । 2014ରେ ଏହି ଆସନଗୁଡିକରେ 63.35 ପ୍ରତିଶତ ମତଦାନ ହୋଇଥିଲା ।

ପ୍ରଥମ ଚରଣ ନିର୍ବଚନରେ ଚତରା, ଗୁମଲା, ବିଷ୍ଣୁପୁର, ଲୋହରଦଗା, ମନିକା, ଲାତେହାର, ପାଙ୍କି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତରପୁର, ହୁସେନାବାଗ, ଗଢଓ୍ବା ଓ ଭବନାଥପୁର ବିଧାନସଭା ଆସନ ସାମିଲ ରହିଛି ।

ଏହି ଆସନଗୁଡିକରେ 189 ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ 15 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର 23ରେ ଆସିବ ।

Intro:Body:

O:\OTHERS\30-Nov-2019\JAY PANDA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.