ETV Bharat / bharat

ଲକଡାଉନ ସମୟରେ 6 ବର୍ଷ ଶିଶୁ ସହ ଦୁଷ୍କର୍ମ

author img

By

Published : Apr 24, 2020, 10:59 AM IST

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଏକ 6 ବର୍ଷୀୟ ଶିଶୁ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।

rape
ଲକଡାଉନ ସମୟରେ 6 ବର୍ଷ ଶିଶୁ ସହ ଦୁଷ୍କର୍ମ

ଭୋପାଳ: ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଘୋଷଣା ହୋଇଛି । ଏପଟେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଏକ 6 ବର୍ଷୀୟ ଶିଶୁ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଏଭଳି ଅମାନୁଷିକ ଘଟଣା ଘଟିଥିବା ଜଣାପଡିଛି । ପିଡିତା ଶିଶୁର ଆଖି ଏବଂ ଶରୀରରେ ବହୁ କ୍ଷତ ଚିହ୍ନ ହୋଇଥିବା ବେଳେ ଶିଶୁଟିକୁ ଜବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.