ETV Bharat / bharat

6 ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ - Kashmir Zone Police

6 ଆତଙ୍କବାଦୀଙ୍କୁ ଗିରଫ କରିଛି ସୁରକ୍ଷା କର୍ମୀ ଓ ଜାମ୍ମୁ କାଶ୍ମୀର ପୋଲିସ । ଜୈଶ-ଇ-ମହମ୍ମଦ ସଂଗଠନ ସହିତ ସେମାନେ ଜଡିତ ଥିବା ସୂଚନା । ଅଧିକ ପଢନ୍ତୁ...

6 held in J&K connected to Narco-terror module
6 ଆତଙ୍କବାଦୀ ଗିରଫ , ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
author img

By

Published : Jun 1, 2020, 1:15 PM IST

ଶ୍ରୀନଗର: 6 ଆତଙ୍କବାଦୀଙ୍କୁ ଗିରଫ କରିଛି ସୁରକ୍ଷା କର୍ମୀ ଓ ଜାମ୍ମୁ କାଶ୍ମୀର ପୋଲିସ । ଜାମ୍ମୁ କାଶ୍ମୀରର ବୁଦ୍ଧଗାମ ଜିଲ୍ଲାରେ ନିଶା କାରବାର ଓ ଆତଙ୍କବାଦରେ ଜଡିତ ଥିବା 6 ଜଣଙ୍କୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀମାନେ ଜୈଶ -ଇ-ମହମ୍ମଦ ସଂଗଠନ ସହିତ ଜଡିତ ବୋଲି ଜଣେ ଅଧିକାରୀ କହିଛନ୍ତି ।

ତେବେ, ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ମୁଜାଦିର ଫରାଜ, ସବୀର ଗନାଇ, ସାଗିର ଅହେମ୍ମଦ ପୋସଓ୍ବାଲ, ଉସାକ ଭାଟ ଓ ଆରଶ୍ରିଦ ଠୋକେର । ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ, 15,5000 ଟଙ୍କା ଓ ଏକ କିଲୋ ନାରକୋ ହେରୋଇନ ଜବତ କରାଯାଇଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.