ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାକାର ଲୋନିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଘରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିବା ଫଳରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 5 ଜଣ ଶିଶୁ ଅଛନ୍ତି। ଘରେ ଥିବା ଫ୍ରିଜରୁ ସର୍ଟ ସର୍କିଟ ହୋଇଥିବା ସୂଚନା ମିଳିଛି। ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଶିଶୁ ଥିବା ପୋଲିସ କହିଛି।
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, 5 ଶିଶୁଙ୍କୁ ମିଶାଇ ଗୋଟିଏ ପରିବାରର 6 ମୃତ - 6 dead including 5 children at a house in loni due to fire
ଉତ୍ତର ପ୍ରଦେଶ ଗାଜିଆବାଦର ଲୋନିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଘରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିବା ଫଳରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାକାର ଲୋନିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଘରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିବା ଫଳରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 5 ଜଣ ଶିଶୁ ଅଛନ୍ତି। ଘରେ ଥିବା ଫ୍ରିଜରୁ ସର୍ଟ ସର୍କିଟ ହୋଇଥିବା ସୂଚନା ମିଳିଛି। ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଶିଶୁ ଥିବା ପୋଲିସ କହିଛି।
Intro:Body:Conclusion: