ETV Bharat / bharat

କେରଳ ବିମାନ ଦୁର୍ଘଟଣା: ମେଡିକାଲରୁ ଡିସଚାର୍ଜ ହେଲେ 56 ଯାତ୍ରୀ

କେରଳ କୋଝିକୋଡ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା 56 ଯାତ୍ରୀ ସୁସ୍ଥ ହୋଇ ବିଭିନ୍ନ ମେଡିକାଲରୁ ଡିସଚାର୍ଜ ହୋଇଥିବା ନେଇ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସ ସୂଚନା ଦେଇଛି ।

author img

By

Published : Aug 10, 2020, 4:30 PM IST

_plane crash
ମେଡିକାଲରୁ ଡିସଚାର୍ଜ ହେଲେ 56 ଯାତ୍ରୀ

ଥୀରୁଅନନ୍ତପୁରମ: ବିଭିନ୍ନ ମେଡିକାଲରୁ ଡିସଚାର୍ଜ ହେଲେ 56 ଯାତ୍ରୀ । କେରଳ କୋଝିକୋଡ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା 56 ଯାତ୍ରୀ ସୁସ୍ଥ ହୋଇ ବିଭିନ୍ନ ମେଡିକାଲରୁ ଡିସଚାର୍ଜ ହୋଇଥିବା ନେଇ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସ ସୂଚନା ଦେଇଛି ।

ସୂଚନା ଅୁଯାୟୀ, ଗତ ଅଗଷ୍ଟ 7ରେ ଏୟାର ଇଣ୍ଡିଆ ବିମାନ ଦୁବାଇରୁ 10 ଜଣ ଶିଶୁଙ୍କ ସମେତ 190 ଯାତ୍ରୀଙ୍କୁ ଧରି କେରଳ ଫେରୁଥିଲା । କେରଳର କୋଝିକୋଡ ଏୟାରପୋର୍ଟରେ ବିମାନଟି ଅବତରଣ କଲାବେଳେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 2 ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ଘଟିଛି ।

ଏପଟେ ବିମାନରେ ଥିବା ବ୍ଲାକ୍ସବକ୍ସକୁ ରବିବାର ଦିଲ୍ଲୀର ଡିଜିସିଏ ଲ୍ୟାବକୁ ପରୀକ୍ଷା ପାଇଁ ଅଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.