ETV Bharat / bharat

ଦିଲ୍ଲୀରେ 58 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 503

author img

By

Published : Apr 6, 2020, 9:44 AM IST

ଦିଲ୍ଲୀରେ 58 ନୂଆ କୋରୋନା ଆକ୍ତାନ୍ତ ଚିହ୍ନଟ । ଏହାକୁ ମିଶାଇ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 503ରେ ପହଞ୍ଚିଥିବା ଦିଲ୍ଲୀ ସିଏମଏଓ ସୂଚନା ଦେଇଛନ୍ତି ।

corona
ଦିଲ୍ଲୀରେ 58 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ 58 ନୂଆ କୋରୋନା ଆକ୍ତାନ୍ତ ଚିହ୍ନଟ । ଏହାକୁ ମିଶାଇ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 503ରେ ପହଞ୍ଚିଥିବା ଦିଲ୍ଲୀ ସିଏମଏଓ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 7 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଏହାଛ଼ଡା 51 ଆକ୍ରାନ୍ତଙ୍କ ମରକଜ ମସଜିଦ ସହ ସମ୍ପର୍କ ଥିବା ସୂଚନା ମିଳିଛି । ଏଥିସହ 32071 ଜଣ ଲୋକଙ୍କ ରିପୋର୍ଟ ଆସିବା ବାକି ରହିଛି । ତେବେ 503 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 18 ଜଣ ସୁସ୍ଥ ଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ବର୍ତ୍ତମାନ ଭାରତରେ କାୟା ବିସ୍ତାର କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30000 ପାର କରିଥିବା ବେଳେ 83 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.