ଚଣ୍ଡିଗଡ: ଗୁରୁଗ୍ରାମରେ କୋରୋନା ଭାଇରସ ଆକ୍ରାନ୍ତ 50 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତ ହୋଇଥିବା ଜଣେ 50 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଗତକାଲି ରାତି ପ୍ରାୟ 12 ଟା ସମୟରେ ଦେହାନ୍ତ ହୋଇଛି।
କୋଭିଡ-19ରେ ସଂକ୍ରମିତଙ୍କ ଜଣଙ୍କ ମୃତ୍ୟୁ ହୋଇଥିବା ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିଛି । ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମ 32 ଟି କୋବିଡ-19 ମାମଲା ରିପୋର୍ଟ କରିଥିଲେ, ସେଥିମଧ୍ୟରୁ 14 ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।
@ANI