ETV Bharat / bharat

ସାଧାରଣତନ୍ତ୍ର ଦିବସ ପୂର୍ବରୁ 5 ଜୈଶ ଆତଙ୍କୀ ଗିରଫ, କରିଥାନ୍ତେ ବଡ ଆକ୍ରମଣ - ଆତଙ୍କବାଦୀଙ୍କ ଆକ୍ରମଣ  ଯୋଜନା ପଣ୍ଡ

ସାଧାରଣତନ୍ତ୍ର ଦିବସ ଅବସରରେ ରଚାଯାଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ପଣ୍ଡ ହୋଇଛି ।  ଷଡଯନ୍ତ୍ର ରଚୁଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର 5 ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

terrorist
ଆତଙ୍କବାଦୀ
author img

By

Published : Jan 16, 2020, 6:56 PM IST

ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଏହି ଷଡଯନ୍ତ୍ର ରଚିଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର 5 ଜଣ ଆତଙ୍କବାଦୀଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରାଯାଇଛି । ଶ୍ରୀନଗର ହଜରତବଲ ଅଞ୍ଚଳରୁ ଜମ୍ମୁ-କାଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରକେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସୂଚନା ମୁତାବକ, ଆତଙ୍କବାଦୀଙ୍କ ଏକ ବଡ ମଡ୍ୟୁଲର ପର୍ଦ୍ଦାଫାସ କରି ଜମ୍ମୁ-କାଶ୍ମୀର ପୋଲିସ ହଜରତବଲ ନିକଟରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀ ଶ୍ରୀନଗରରେ ଜାନୁଆରୀ 26 କିମ୍ବା ତା ପୂର୍ବରୁ ଆଇଡି ବିସ୍ଫୋରଣ କରିବା ନେଇ ଷଡଯନ୍ତ୍ର ରଚିଥିଲେ । ଗିରଫ ଆତଙ୍କବାଦୀଙ୍କ ପରିଚୟ ଅହମଦ ଶେଖ, ଉମର ହାମିଦ ଶେଖ, ଇମତିଆଜ ଅହମଦ ଚିକଲା, ସାହିଲ ଫାରୁକ ଗୋଜରୀ ଏବଂ ଅହମଦ ମୀର ନାମରେ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.