ETV Bharat / bharat

ମହାନବମୀରେ ଅଘଟଣ, ଟ୍ରକ ଧକ୍କାରେ ପରିବାରର 5 ମୃତ - ସିବନିର ଏନଏଚ-7ରେ ଭୟାବହ ସଡକ ଦୁର୍ଘଟଣା

ସୋମବାର ସକାଳୁ ମଧ୍ୟପ୍ରଦେଶର ସିବନି ଜିଲ୍ଲା ମୁଖ୍ୟାଳୟରୁ 40 କିମି ଦୂର ଏନଏଚ-7 ଫୋରଲେନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 2 ଭାଇ ଗୁରୁତର ।

ଫଟୋ ସୌଜନ୍ୟ-ଇଟିଭି ଭାରତ
author img

By

Published : Oct 7, 2019, 4:53 PM IST

ସିବନି: କାରକୁ ପିଟିଲା ଆଳୁ ବୋଝେଇ ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ 3 ମହିଳାଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ 2 ଜଣ ଗୁରୁତର ହୋଇଛନ୍ତି । ସୋମବାର ସକାଳୁ ମଧ୍ୟପ୍ରଦେଶର ସିବନି ଜିଲ୍ଲା ମୁଖ୍ୟାଳୟରୁ 40 କିମି ଦୂର ଏନଏଚ-7 ଚାରି ଥାକିଆ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ସୂଚନା ଅନୁଯାୟୀ, ସୀମାଗଢର ଅନସାରୀ ପରିବାର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜବଲପୁରକୁ ଯାଉଥିଲେ । ଏହି ସମୟରେ ଛପାରା ଥାନା ଅନ୍ତର୍ଗତ ଘୁନଇ ଘାଟିରେ ସିବନି ଆଡୁ ଆସୁଥିବା ଏକ ଆଳୁ ଭର୍ତ୍ତି ଟ୍ରକ କାରଟିକୁ ସାଇଡରୁ ପିଟି ନିୟନ୍ତ୍ରଣ ହରାଇ ରାସ୍ତାତଳକୁ ଖସିଥିଲା। ଏପଟେ କାରଟି ପୂରା ଚୁରମାର ହୋଇଯାଇଥିଲା ବେଳେ ଏଥିରେ ବସିଥିବା 7ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ 4ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ରହିଛି ।

ଏନେଇ ଖବର ପାଇ ସିବନି ଜିଲ୍ଲାର କଲେକ୍ଟର ପ୍ରବୀଣ ସିଂହ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Intro:भीषण सड़क हादसे में तीन महिलाओं सहित 5 लोगों की मौत 2 का इलाज जारी,,
Body:सिवनी:-
जिला मुख्यालय से करीब 40 किमी दूर एनएच-7 फोरलेन पर सुबह भीषण सड़क हादसे में तीन महिलाओं सहित चार लोगों की मौत हो गई, और एक का इलाज के दौरान मौत हो गई जबकि कार सवार 2 लोग गंभीर रूप से घायल हैं। मृतकों में मां-बेटी भी व अन्य शामिल हैं, जबकि दो सगे भाई गंभीर रूप से घायल हैं। घायलों में से एक को नागपुर रेफर कर दिया गया था जहां उसकी भी मौत हो गई। हादसा घुनई घाटी में हुआ, जिसमें बेकाबू ट्रक ने डिवाइडर तोड़ते हुए विपरीत दिशा में जा रही कार को जोरदार टक्कर मारी। जिससे कार पूरी तरह से क्षतिग्रस्त हो गई और ट्रक दूसरी साइड में जा पलटा और ट्रक चालक व क्लीनर फरार बताए जा रहे है।

सुबह करीब 8.30 बजे आलू से भरा ट्रक जबलपुर से सिवनी आ रहा था। वहीं, भीमगढ़ निवासी अंसारी परिवार सगाई कार्यक्रम में शामिल होने जबलपुर जा रहा था। छपारा थाना अंतर्गत घुनई घाटी के दुर्घटना संभावित क्षेत्र (ब्लैक स्पाट) में तेज रफ्तार ट्रक ने फोरलेन का डिवाइडर तोड़ते हुए जबलपुर जा रही कार (एमपी 50 सी 3239) को साइड से टक्कर मार दी।
टक्कर से कार कई फीट दूर पहाड़ी में जा टकराई, जबकि अनियंत्रित ट्रक फोरलेन से नीचे उतरकर दुर्घटनाग्रस्त हो गया।

टक्कर इतनी जबरदस्त थी कि कार चकनाचूर हो गई और इसमें सवार अंसारी परिवार के सात लोगों में से चार की मौके पर ही मौत हो गई। और एक ने इलाज के दौरान दम तोड़ दिया इस भयावह हादसे के बाद इलाके में मातम पसर गया है।
दर्दनाक सड़क हादसे के बारे में सिवनी जिले के कलेक्टर प्रवीण सिंह घटनास्थल पर पहुंच के घटना का जायजा लिया सभी मृतक व घायल भीमगढ़ निवासी हैं। हादसे में शकीला पति शाकिद अंसारी (50) व उनकी बेटी शाहीना बी (24), छोटी बहन हसीना पति रियाज अंसारी (48) व अख्तर पिता मुजीद अंसारी (34)वही नागपुर में इलाज के दौरान मोहम्मद साबिर पिता स्वालीन अंसारी (56) मौत हो गई। जबकि शकीला पति कलाम अंसारी (55), शाकिद पिता स्वालीन अंसारी (58), मोहम्मद गंभीर रूप से घायल हैं जिनका इलाज जारी है। साबिर को गंभीर हालत में नागपुर रेफर किया गया था जहां उसका इलाज शुरू हो चुका हैं फिर भी अपने परिवार से दूर जा पहुंचा जिससे परिजन में मातम सा छा गया और क्षेत्र में सनसनी फैली हुई है।

बाइट: सिवनी कलेक्टर प्रवीण सिंह अढ़ायचConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.