ETV Bharat / bharat

ତେଲେଙ୍ଗାନା କୋରୋନା ଅପଡେଟ: 47 ନୂତନ ମାମଲା, ହାଇଦ୍ରାବାଦରୁ 40

author img

By

Published : May 14, 2020, 11:59 PM IST

ଗୁରୁବାର ତେଲେଙ୍ଗାନାରେ COVID-19ର 47 ଟି ନୂତନ ମାମଲା ରେକର୍ଡ ରହିଛି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ରିପୋର୍ଟ 1,414ରେ ପହଞ୍ଚିଛି । ଗୁରୁବାର ରାଜ୍ୟରେ 13 ଜଣ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନା
ତେଲେଙ୍ଗାନା

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଗୁରୁବାର ତେଲେଙ୍ଗାନାରେ COVID-19 ର 47ଟି ନୂତନ ମାମଲା ରେକର୍ଡ ରହିଛି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ରିପୋର୍ଟ 1,414ରେ ପହଞ୍ଚିଛି । ଗୁରୁବାର ରାଜ୍ୟରେ 13 ଜଣ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ଓ ଡିସଚାର୍ଜ ଲୋକଙ୍କ ସଂଖ୍ୟା 952 ରହିଛି । ସମ୍ପ୍ରତି ଗୁରୁବାର କୌଣସି ମୃତ୍ୟୁ ରିପୋର୍ଟ ଆସିନାହିଁ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 34ରେ ପହଞ୍ଚିଛି ।

ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 428ରେ ପହଞ୍ଚିଛି । ଗୁରୁବାର ଆସିଥିବା 47 ଟି ମାମଲା ମଧ୍ୟରୁ 40ଟି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି)ର ହୋଇଥିବାବେଳେ ପାଞ୍ଚଟି ପଡୋଶୀ ରଙ୍ଗା ରେଡ୍ଡି ଜିଲ୍ଲାର । ଅନ୍ୟ ଦୁଇଜଣ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.