ETV Bharat / bharat

ଭାଙ୍ଗିବ ଆତଙ୍କୀ ଗଡ: ମସୁଦର ଭାଇ ସହ 44 ଗିରଫ - new delhi

ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକ ଘରିକିଆ କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି। କୁଟନୈତିକ କ୍ଷେତ୍ରରେ ପାକର ସାଥ ଛାଡିବାକୁ ବିଭିନ୍ନ ରାଷ୍ଟ୍ର ବି ଆଗକୁ ଆସିଲେଣି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକ ଏବେ ଚିନ୍ତାରେ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 6, 2019, 3:43 AM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକ ଘରିକିଆ କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି। କୁଟନୈତିକ କ୍ଷେତ୍ରରେ ପାକର ସାଥ ଛାଡିବାକୁ ବିଭିନ୍ନ ରାଷ୍ଟ୍ର ବି ଆଗକୁ ଆସିଲେଣି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକ ଏବେ ଚିନ୍ତାରେ। ଲଗାତାର ଭାବେ ଆନ୍ତର୍ଜାତୀୟ ସ୍ତରର ଚାପ ପାକ୍ ପ୍ରତି ଦେଖିବାକୁ ମିଳୁଛି। ତେବେ ତାଜା ସୂଚନା ଅନୁସାରେ, ପାକର ଗୃହ ମନ୍ତ୍ରଣାଳୟ 44 ସଦସ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି।

ତେବେ ସବୁଠାରୁ ବଡ କଥା ହେଲା ଗିରଫ ହୋଇଥିବା 44 ଜଣଙ୍କ ମଧ୍ୟରେ ରହିଛି ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାରର ଭାଇ। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସୂତ୍ରରୁ ଜଣାପଡିଛି। ତେବେ ପୁଲୱାମା ଆକ୍ରମଣ ପରେ ଆତଙ୍କୀ ଗୁପଥି ଅବଦୁର ରଉଫ ଓ ହମ୍ମାଦ ଅଜହର ନାଁ ସାମ୍ନାକୁ ଆସିଥିଲା। ଏହି 2 ଜଣଙ୍କୁ ଗିରଫ କରାଯାଇଥିବା ସୂତ୍ରରୁ ଜଣାପଡିଛି।

ଭାରତ ପାକ ମଧ୍ୟରେ ଚାଲିଥିବା ଉତ୍ତେଜନା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ପୁଲୱାମା ଓ ବାଲାକୋଟ ଆକ୍ରମଣ ପରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଯେତେବେଳେ ପୁଲୱାମା ଆକ୍ରମଣରେ 40 ଯବାନ ଶହୀଦ ହେଲେ ସେତେବେଳେ ଭାରତ ପ୍ରତିଶୋଧ ଛଡା ଆଉ କିଛି ଚାହୁଁନଥିଲା। ତେବେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଭାରତ ପାକ୍ କୁ ଉଚିତ ଶିକ୍ଷା ଦେଇଥିଲା।

ତେବେ ପୁଲୱାମା ଆକ୍ରମଣ ପରେ ଭାରତ ପାକକୁ ଏକ ଆତଙ୍କୀ ତାଲିକା ଦେଇଥିବା ସୂଚନା ରହିଛି। ଯେଉଁଥିରେ ଜେଇଏମ ମୁଖ୍ୟ ମସୁଦର ସମ୍ପର୍କୀୟ ତଥା ଭାଇ ଥିବା ଜଣାପଡିଛି। ଆନ୍ତର୍ଜାତୀୟ ସ୍ତରରେ ପାକ ଉପରେ ଲଗାତାର ଚାପ ପଡୁଥିବାରୁ ପାକ ଗୃହ ମନ୍ତ୍ରଣାଳୟ ଏମାନଙ୍କୁ ଗିରଫ କରିଛି।

undefined

Intro:Body:

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକ ଘରିକିଆ କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି। କୁଟନୈତିକ କ୍ଷେତ୍ରରେ ପାକର ସାଥ ଛାଡିବାକୁ ବିଭିନ୍ନ ରାଷ୍ଟ୍ର ବି ଆଗକୁ ଆସିଲେଣି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକ ଏବେ ଚିନ୍ତାରେ। ଲଗାତାର ଭାବେ ଆନ୍ତର୍ଜାତୀୟ ସ୍ତରର ଚାପ ପାକ୍ ପ୍ରତି ଦେଖିବାକୁ ମିଳୁଛି। ତେବେ ତାଜା ସୂଚନା ଅନୁସାରେ, ପାକର ଗୃହ ମନ୍ତ୍ରାଳୟ 44 ସଦସ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି।

ତେବେ ସବୁଠାରୁ ବଡ କଥା ହେଲା ଗିରଫ ହୋଇଥିବା 44 ଜଣଙ୍କ ମଧ୍ୟରେ ରହିଛି ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାରର ଭାଇ। ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସୂତ୍ରରୁ ଜଣାପଡିଛି। ତେବେ ପୁଲୱାମା ଆକ୍ରମଣ ପରେ ଆତଙ୍କୀ ଗୁପଥି ଅବଦୁର ରଉଫ ଓ ହମ୍ମାଦ ଅଜହର ନାଁ ସାମ୍ନାକୁ ଆସିଥିଲା। ଏହି 2 ଜଣଙ୍କୁ ଗିରଫ କରାଯାଇଥିବା ସୂତ୍ରରୁ ଜଣାପଡିଛି।

ଭାରତ ପାକ ମଧ୍ୟରେ ଚାଲିଥିବା ଉତ୍ତେଜନା ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ପୁଲୱାମା ଓ ବାଲାକୋଟ ଆକ୍ରମଣ ପରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ଯେତେବେଳେ ପୁଲୱାମା ଆକ୍ରମଣରେ 40 ଯବାନ ଶହୀଦ ହେଲେ ସେତେବେଳେ ଭାରତ ପ୍ରତିଶୋଧ ଛଡା ଆଉ କିଛି ଚାହୁଁନଥିଲା। ତେବେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଭାରତ ପାକ୍ କୁ ଉଚିତ ଶିକ୍ଷା ଦେଇଥିଲା।

ତେବେ ପୁଲୱାମା ଆକ୍ରମଣ ପରେ ଭାରତ ପାକକୁ ଏକ ଆତଙ୍କୀ ତାଲିକା ଦେଇଥିବା ସୂଚନା ରହିଛି। ଯେଉଁଥିଲେ ଜେଇଏମ ମୁଖ୍ୟ ମସୁଦର ସମ୍ପର୍କୀୟ ତଥା ଭାଇ ଥିବା ଜଣାପଡିଛି। ଆନ୍ତର୍ଜାତୀୟ ସ୍ତରରେ ପାକ ଉପରେ ଲଗାତାର ଚାପ ପଡୁଥିବାରୁ ପାକ ଗୃହମନ୍ତ୍ରାଳୟ ଏମାନଙ୍କୁ ଗିରଫ କରିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.