ETV Bharat / bharat

ବଜ୍ରପାତରେ ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ଦେବେ ଯୋଗୀ ସରକାର - 4 ଲକ୍ଷ ସହାୟତା ରାଶି ଘୋଷଣା

ବଜ୍ରପାତରେ ପ୍ରାଣ ହରାଇଥିବା 43 ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ଯୋଗୀ ସରକାର। ଆହତଙ୍କୁ ଯୋଗାଇ ଦିଆଯାଉଛି ଉପଯୁକ୍ତ ଚିକିତ୍ସା । ଅଧିକ ପଢନ୍ତୁ....

43 deaths in rain, thunderstorm-related incidents in Uttar Pradesh
ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 4 ଲକ୍ଷ ସହାୟତା ରାଶି ଘୋଷଣା
author img

By

Published : Jun 1, 2020, 8:55 AM IST

ଲକ୍ଷ୍ମୌ: ବଜ୍ରପାତରେ ପ୍ରାଣ ହରାଇଥିବା 43 ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ଯୋଗୀ ସରକାର । ମେ 30 ରେ ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତରେ 43 ଜଣ ଲୋକ ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ମେ 30ରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାରେ 43 ଜଣ ପ୍ରାଣ ହରାଇ ଥିବା ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଉନାଓରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, କନୌଜରେ 5 ଜଣଙ୍କର ଜୀବନ ଯାଇଥିଲା । ସେହିପରି ଲକ୍ଷ୍ମୌରେ ମଧ୍ୟ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.