ETV Bharat / bharat

ଗରମ ସହି ନପାରି 4 ରେଳ ଯାତ୍ରୀ ମୃତ - passanger

କେରଳ ଏକ୍ପେପ୍ରସ(12626)ରେ ଅତ୍ୟଧିକ ଗରମ ଯୋଗୁଁ  4 ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ । ଝାନସୀରୁ ତ୍ରିଭେନ୍ଦ୍ରମ ଯାଉଥିବା ଟ୍ରେନରେ 68 ଜଣିଆ ଦଳ ଏକାଠି ଦଶ ଦିନ ପୂର୍ବରୁ ବାରଣାସୀ ଏବଂ ଆଗ୍ରା ପରିଦର୍ଶନରେ ଆସିଥିଲେ ।

ଫାଇଲ ଫଟୋ
author img

By

Published : Jun 11, 2019, 3:16 PM IST

ନୂଆଦିଲ୍ଲୀ: ଅତ୍ୟଧିକ ଗରମ ଯୋଗୁଁ 4 ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଝାନସୀରୁ ତ୍ରିଭେନ୍ଦ୍ରମ ଯାଉଥିବା କେରଳ ଏକ୍ପେପ୍ରସ(12626)ରେ ଘଟିଛି ଏହି ଘଟଣା । ଆଗ୍ରାରୁ ୬୮ ଯାତ୍ରୀ କୋଏମ୍ବାଟୁର ଯାଉଥିବା ବେଳେ ସେମାନଙ୍କ ଭିତରୁ 5 ଜଣ ଅସୁସ୍ଥ ଅନୁଭବ କରଥିଲେ ।

ଗରମ ସହିନପାରି ଯାତ୍ରୀମାନ ଅଣନିଶ୍ବାସୀ ହୋଇ ଅଚେତ ହୋଇଯାଇଥିଲେ । ଫଳରେ ରେଳ ବିଭାଗ ଡାକ୍ତରଙ୍କୁ ଖବର ଦିଆଯାଇଥିଲା । ଡାକ୍ତର ଯାତ୍ରୀଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏହି 68 ଜଣିଆ ଦଳ ଏକାଠି ଦଶ ଦିନ ପୂର୍ବରୁ ବାରଣାସୀ ଏବଂ ଆଗ୍ରା ପରିଦର୍ଶନରେ ଆସି ଟ୍ରେନରେ ଘରକୁ ଫେରୁଥିଲେ।

ଝାନସୀ ମଣ୍ଡଳ ଜନସଂପର୍କ ଅଧିକାରୀ ମନୋଜ ସିଂଙ୍କ କହିବା ଅନୁସାରେ, ସୋମବାର ରାତିରେ କେରଳ ଏକ୍ସପ୍ରେସର ଏସ-8 ଏବଂ ଏସ 9 ବଗିରେ ଥିବା ଯାତ୍ରୀଙ୍କ ଅସୁସ୍ଥତା ଖବର ଆସିଥିଲା । ଏହାପରେ ସଙ୍ଗେ ସଙ୍ଗେ ଡାକ୍ତର ପହଞ୍ଚିଥିଲେ । ହେଲେ ସେମାନଙ୍କ ଭିତରୁ 4 ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।

Intro:Body:

htrj

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.