ETV Bharat / bharat

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 4.2

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ। କ୍ଷୟକ୍ଷତିର ସଠିକ୍ ପରିମାଣ ମିଳିପାରି ନାହିଁ। ଅଧିକ ଖବର ପଢନ୍ତୁ...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 4.2
ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 4.2
author img

By

Published : Oct 21, 2020, 8:59 AM IST

ଅରୁଣାଚଳ ପ୍ରଦେଶ: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର ଝଟକା ବୁଧବାର ମଧ୍ୟରାତ୍ରି ପ୍ରାୟ 1.25ରେ ଲାଗିଥିଲା।

ଭୂକମ୍ପ କେନ୍ଦ୍ରସ୍ଥଳରୁ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗର 35 କିଲୋମିଟର ଏସଏସଡବ୍ଲ୍ୟୁରେ ଘଟିଛି ବୋଲି ଏନସିଏସ ଟ୍ୱିଟରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧ କ୍ଷୟକ୍ଷତିର ସଠିକ୍ ପରିମାଣ ମିଳିପାରି ନାହିଁ। ଅଧିକ ବିବରଣୀ

ପାଇଁ ଅପେକ୍ଷା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.