ETV Bharat / bharat

ମାଲିକକୁ ବଞ୍ଚାଇଲା ବିଶ୍ବସ୍ତ କୁକୁର

କୋବ୍ରା ସାପ ମୁହଁରୁ ମାଲିକଙ୍କ ପୂରା ପରିବାରକୁ ରକ୍ଷା କରିଛନ୍ତି 4 ପୋଷା କୁକୁର। ରାତି ଅଧରେ ଘରେ ପଶିବାକୁ ଚେଷ୍ଟା କରୁଥିବା କୋବ୍ରା ସାପକୁ ମାରି ନିଜେ ପ୍ରାଣ ହରାଇଛନ୍ତି ଏମାନେ। ମାଲିକଙ୍କ ପରିବାର ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ।

author img

By

Published : Apr 20, 2019, 11:38 AM IST

ପ୍ରତିକାତ୍ମକ ଫଟୋ

ପାଟନା : ଦୁନିଆର କୁକୁରକୁ ସବୁଠୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ। ଆଉ କିଛି ଲୋକ ପୋଷାକୁକୁରକୁ ନିଜଠାରୁ ବି ଅଧିକ ଭଲପାଆନ୍ତି ।ତେବେ ଏପରି କୁକୁର -ମାଲିକର ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଭାଗଲପୁରରେ । ମାଲିକ ଓ ତାଙ୍କ ପରିବାରକୁ ବଞ୍ଚାଇବା ପାଇଁ 4 ପୋଷା କୁକୁର ଜୀବନ ଦେଇଛନ୍ତି। ଆଉ ସବୁ ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

ସୂଚନା ଅନୁସାରେ, ଭାଗଲପୁରର ସାହେବଗଞ୍ଜ କଲୋନୀ ନିବାସୀ ଚିକିତ୍ସକ ଡ.ପୁନମ ତାଙ୍କ ଘରେ 4ଟି କୁକୁର ରଖିଥିଲେ। ହଠାତ ମଙ୍ଗଳବାର ରାତିରେ ପୁନମ ଓ ପରିବାର ଘର ଭିତରେ ଥିବା ବେଳେ 4ଟି କୁକୁର ଏକାସହ ଭୁକିବାକୁ ଲାଗିଥିଲେ ମଧ୍। ପୁନମ ଘର ଭିତରେ ଥାଇ କୁକୁରଙ୍କୁ ଚୁପ ହେବା ପାଇଁ କହିଥିଲେ। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଚୁପ ହୋଇ ନଥିଲେ। ତେବେ ପୁନମ ବାହାରକୁ ଆସି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। 3ଟି କୁକୁର ଅଚେକତ ହୋଇ ଚଟାଣରେ ପଡିଥିବା ବେଳେ ଅନ୍ୟ କୁକୁରଟି ଘର ଭିତରକୁ ପଶିଆସୁଥିବା ବିଶାକ୍ତ ସାପକୁ ମାରିବା ପାଇଁ ଚେଷ୍ଟା କରୁଥିଲା ।

ଶେଷରେ ସାପକୁ ମାରି ନିଜେ ମଧ୍ୟ ପ୍ରାଣ ହରାଇଲା ପୋଷା କୁକୁର। ତେବେ ସିସିଟିଭିରେ କଏଦ ଫଟୋ ଆଧାରରେ ଘର ଭିତରକୁ ପଶି ଆସୁଥିଲା ଏକ କୋବ୍ରା । ହେଲେ କୁକୁରଙ୍କ ହାବୁଡରେ ପଡିଯାଇଥିଲା କୋବ୍ରା। କୋବ୍ରାର ଜୀବନ ନେବା ପରେ ପୋଷା କୁକୁର ବି ପ୍ରାଣ ହରାଇଥିଲେ । ଆଉ ସେମାନଙ୍କ ମୃତ୍ୟୁ ପୂରା ପରିବାରରେ ଶୋକରଛାୟା ଖେଳାଇ ଦେଇଥିବା ପୁନମଙ୍କ ଭାଇ କହିଛନ୍ତି । ପିଲା ଦିନରୁ ଏହି 4 କୁକୁର ଆମ ଘରେ ବଡ ହୋଇଥିଲେ। ଏମାନଙ୍କ ମୃତ୍ୟୁ ଘର ଖାଲି କରିଦେଇଛି। ତେବେ ପରିବାରକୁ ବଞ୍ଚାଇଥିବା ଏହି କୁକୁରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଲୋକେ । ପଡୋଶୀ ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏମାନେ ।

ରାଉରକେଲା- ସୁନ୍ଦରଗଡ ଜିଲ୍ଲା ରେ ସକାଳୁ ଗ୍ରାମାଞ୍ଚଳ ତଥା ଶହରାଂଚଳ ର ବୁଥ ଗୁଡିକରେ ପ୍ରବଳ ଭିଡ ସ୍ପଷ୍ଟ କରୁଛି କି ପୁରୁଷ ହେଉ କି ମହିଳା ହେଉ ସମସ୍ତେ ମତଦାନ କରିବା ପାଇଁ ଘରୁ ବାହାରିଥିଲେ। ଆଜି ଇଭିଏମ ବହୁତ ଅଧିକ ବୁଥ ଗୁଡିକରେ ଖରାପ ହେବାରୁ ମତଦାତା ହଇରାଣ ହୋଇ ଥିଲେ କିନ୍ତୁ ଖରା କୁ ଖାତିର ନ କରି ମତଦାନ ପାଇଁ ଘଣ୍ଟା ଘଣ୍ଟା ବସି ରହିଲେ। ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମତଦାନ ପାଇଁ ତାଙ୍କ ଗାଁ ରେ ଥିବା ସ୍କୁଲରେ ଯାଇ ଥିଲେ ଇଭିଏମ ଖରାପ ରହିବାରୁ ସେ 1 ଘଣ୍ଟା 50 ମୀନଟ ନିଜ ପତ୍ନୀଙ୍କ ସହିତ ଖରା ରେ ଛିଡା ହୋଇ ରହିଲେ। ପରେ ଇଭିଏମ ଠିକ କରାଯିବ ପରେ ଲାଇନ ରେ ତାଙ୍କ ନମ୍ବର ଆସିବ ପରେ ସେ ମତଦାନ କରିଥିଲେ। ଇଭିଏମ ଖରାପ ରହିଥିବା ତଥା ବହୁତ କେନ୍ଦ୍ର ରେ ବିଳମ୍ବ ରେ ମତଦାନ ହେବ ଯୋଗୁ ମତଦାତା ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।
ସୁନ୍ଦରଗଡ ଲୋକସଭା ଅଂଚଳ ରେ 7 ଟି ବିଧାନସଭା ରହିଛି।ନିର୍ବାଚନ ସମୟ ରେ 1846 ବୁଥ ମଧ୍ୟ ରୁ 388 କୃଟିକଲ । ଏଠାରେ ମତଦାତା ସଂଖ୍ୟା 15 ଲକ୍ଷ 92 ଥିବା ବେଳେ ପୁରୁଷ ମତଦାତାଙ୍କ ସଂଖ୍ୟା 7 ଲକ୍ଷ 52 ହଜାର 22 ଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା 7 ଲକ୍ଷ 48 ହଜାର 801 ତଥା ଅନ୍ୟ 109 ଅଛନ୍ତି। ବଣାଇ ବିଧାନସଭା ଅଂଚଳ ପାଇଁ ସବୁଠାରୁ ଅଧିକ 308 ବୁଥ ଥିବା ବେଳେ ରଘୁନାଥପଲ୍ଲୀ ବିଧାନସଭା ଅଂଚଳ ସବୁଠାରୁ କମ  193 ବୁଥ ରହିଛି। ଅନ୍ୟ ରାଜ୍ୟ ସୀମା କୁ ଲାଗି 102 ବୁଥ ରହିଛି। ବିରମିତ୍ରପୁର ବିଧାନସଭା ଅଂଚଳ ରେ ଅନ୍ୟ ରାଜ୍ୟ କୁ ଲାଗି ସର୍ବାଧିକ 52 ବୁଥ ଥିବା ବେଳେ ରାଉରକେଲା ବିଧାନସଭା କୁ ଅନ୍ୟ ରାଜ୍ୟ ସୀମା ନାହିଁ।
ଲୋକସଭା ପ୍ରାର୍ଥୀ ଭାବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗୁ ଏହି ଲୋକସଭା ର ଗୁରୁତ୍ୱ ରହିଛି। ଆଦିବାସୀ ବହୁଳ ଏହି ଲୋକସଭା ଅଂଚଳ ରେ ଆଜି ମତଦାତା ମନେ ତାଙ୍କ 7 ବିଧାନସଭା ତଥା 1 ଲୋକସଭା ପ୍ରାର୍ଥୀ ର ଭାଗ୍ୟ କୁ ଇଭିଏମ ରେ ବନ୍ଦ କରିଦେବେ। ଏହା ଖୋଲିଲେ କିଏ କିଏ ବିଜୟ ଲାଭ କରିଛନ୍ତି ଏହା ସ୍ତସ୍ଟ ଜେବ।
ବାଇଟ- ଜୁଏଲ ଓରାମ,କେନ୍ଦ୍ରୀୟ ମନ୍ତ୍ରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.