ETV Bharat / bharat

ଦିଲ୍ଲୀ ତୁଗଲକାବାଦର ଗୋଟିଏ ଗଳିରେ 35 କୋରୋନା ମାମଲା

ଦିଲ୍ଲୀର ତୁଗଲକାବାଦର ଗୋଟିଏ ଗଳିରେ ହିଁ 35 ଜଣ କୋରୋନା ପଜିଟିଭ । ଗଳି ନମ୍ବର 26ରେ ପରୀକ୍ଷା କରିବା ପରେ 35 ଜଣ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

delhi
35 କୋରୋନା ମାମଲା
author img

By

Published : Apr 20, 2020, 11:27 AM IST

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲକାବାଦର ଗୋଟିଏ ଗଳିରେ ହିଁ 35 ଜଣ କୋରୋନା ପଜିଟିଭ । ଗଳି ନମ୍ବର 26ରେ ପରୀକ୍ଷା କରିବା ପରେ 35 ଜଣ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହାପରେ ପୁରା ଅଞ୍ଚଳକୁ ସିଲ୍ କରାଯାଇଛି ।

ବିନା ଥଣ୍ଡା, କାଶ, ଛିଙ୍କ ବ୍ୟତିତ ବି ଦିଲ୍ଲୀରେ କୋରୋନା ଭାଇରସ ବ୍ୟାପୁଥିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନରେ କୌଣସି କୋହଳ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ କି ଦିଲ୍ଲୀରେ 77ଟି କଣ୍ଟେନମେଣ୍ଟ ଜୋନ୍ ରହିଛି ।

27 ଏପ୍ରିଲରେ ଦିଲ୍ଲୀର ସରକାର ସମୀକ୍ଷା ବୈଠକ କରିବ । ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍ ବିଷୟରେ ବିଚାର କରାଯିବ । ଦିଲ୍ଲୀରେ ବର୍ତ୍ତମାନ 17ଟି ଜିଲ୍ଲା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.