ETV Bharat / bharat

ପୁଣେରେ 34 ପହଞ୍ଚିଲା କୋଭିଡ 19 ମୃତ୍ୟୁ ସଂଖ୍ୟା - କୋଭିଡ 19

ମହାରାଷ୍ଟ୍ରର ପୁଣେ କୋଭିଡ 19 ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ସୋମବାର କୋରୋନାରେ ଏଠାରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୁଣେରେ 34 ପହଞ୍ଚିଲା କୋଭିଡ 19 ମୃତ୍ୟୁ ସଂଖ୍ୟା

author img

By

Published : Apr 14, 2020, 7:45 AM IST

ପୁଣେ: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଏନେଇ ସାରା ଭାରତ ହୋଇଛି ଲକଡାଉନ । ତେବେ କୋରୋନା ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତି ସହିଛି ମହାରାଷ୍ଟ୍ର । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିଲା ।

ସେହିପରି ମହାରାଷ୍ଟ୍ରର ପୁଣେ କୋଭିଡ 19 ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ସୋମବାର କୋରୋନାରେ ଏଠାରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଛି । ଜଣେ 40 ବର୍ଷୀୟ ପୁରୁଷ ଏବଂ 50 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଉଭୟଙ୍କ କୋଭିଡ 19 ରିପୋର୍ଟ ପଜିଟିଭ ସହ ସେମାନଙ୍କୁ ଅନ୍ୟ ରୋଗ ମଧ୍ୟ ଥିଲା । ଏହାସହ ଏବେ ସୁଦ୍ଧା ପୁଣେରେ ମୋଟ ମୃତ୍ୟୁ ସଂଖ୍ୟା 34ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ପୁଣେ ସ୍ବାସ୍ଥ୍ୟ ଅଧିକାରୀ ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.