ETV Bharat / bharat

ବିଦେଶାଗତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଚଳଚଞ୍ଚଳ 'ଅଖୋଲା ପକ୍ଷୀ ବିହାର' - ବିଦେଶୀ ପକ୍ଷୀଙ୍କ ଆଗମନରେ ପର୍ଯ୍ୟଟକ ଆକୃଷ୍ଟ

ହଜାର ହଜାର ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଚଳଚଞ୍ଚଳ ହୋଇଉଠିଛି ଦିଲ୍ଲୀର ଅଖୋଲା ପକ୍ଷୀ ବିହାର ।

ଚଳଚଞ୍ଚଳ 'ଅଖୋଲା ପକ୍ଷୀ ବିହାର'
author img

By

Published : Nov 11, 2019, 4:53 AM IST

ନୋଏଡା: ରାଜଧାନୀ ଦିଲ୍ଲୀକୁ ବିଦେଶୀ ପକ୍ଷୀଙ୍କ ଆଗମନ । ଧିରେ ଧିରେ ଶୀତ ବଢୁଥିବାରୁ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ହଜାର ହଜାର ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଚଳଚଞ୍ଚଳ ହୋଇଉଠିଛି ଦିଲ୍ଲୀର ଅଖୋଲା ପକ୍ଷୀ ବିହାର । ପ୍ରାୟ 30 ପ୍ରଜାତିର ପାଖାପାଖି 4 ହଜାର ବିଦେଶୀ ପକ୍ଷୀ ଆଗମନ ହୋଇଥିବା ଜଣାପଡିଛି ।

ଆଉ ଏହି ବିଦେଶୀ ଅତିଥିଙ୍କ ସ୍ବାଗତ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏଠାରେ ପକ୍ଷୀଙ୍କ ଖାଇବା ପାଇଁ କୀଟ ପତଙ୍ଗ ଓ ମାଛର ବ୍ୟବସ୍ଥା ରହିବା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।

ଏହାକୁ ଦୃଷ୍ଟିରେ ଆସନ୍ତା ଡିସେମ୍ବରରେ ପକ୍ଷୀଙ୍କ ସଂଖ୍ୟା 20 ହଜାରକୁ ବୃଦ୍ଧି ପାଇବ ଆଶା କରାଯାଉଛି ଏହିଦିନରେ ଅଖୋଲା ପକ୍ଷୀ ବିହାରରେ ଗ୍ରେ ଲେଗ ଗୁଲ, ଗେଡବଲ, ୟୁରେସିୟନ ବିଗଲ, ଗ୍ରେଟର ଫ୍ଲେମିଙ୍ଗୋ, କୋମନ ପଚାର୍ଡ, ଯୁରେସିଯନ ଟିଲ ପ୍ରଭୃତି ବିଭିନ୍ନ ପ୍ରଜାତିର ପକ୍ଷୀ ପହଞ୍ଚି ସାରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.