ETV Bharat / bharat

ସୋପିଆନରେ ଏନକାଉଣ୍ଟର, 3 ଆତଙ୍କୀ ସଫା

ଜମ୍ମୁ କାଶ୍ମୀରର ସୋପିଆନରେ ସେନା-ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର । ଏଥିରେ 3 ଆତଙ୍କୀ ସଫା ହୋଇଥିବା ନେଇ ସୂଚନା ।

author img

By

Published : May 31, 2019, 11:38 PM IST

Updated : Jun 1, 2019, 8:04 AM IST

ଫାଇଲ ଫଟୋ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ସୋପିଆନରେ ସେନା ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ 3 ଆତଙ୍କୀ ସଫା ହୋଇଥିବା ସୂଚନା ।ସୋପିଆନ ଜିଲ୍ଲାର ଦ୍ରାଗାର୍ଡ ସୁଗାନ ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ନେଇ ଶୁକ୍ରବାର ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ଇଣ୍ଡିଆନ ଆର୍ମୀ କମାଣ୍ଡ ।

ସୂଚନା ମୂତାବକ, ସୋପିଆନ ସୁଗାନ ଅଞ୍ଚଳରେ ସେନାର ରାଷ୍ଟ୍ରୀୟ ରାଇଫଲ , ସିଆରପିଏଫ୍ ଏବଂ ଏସଓଜି ଦ୍ବାରା ଅପରେସନ ଚାଲିଥିଲା । ଏହି ଅପରେସନ ଦ୍ବାରା ସୁରକ୍ଷାବଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ନେଇଥିଲେ । ତେବେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ବର୍ଷଣ କରିଥିଲେ ।

କିଛି ସମୟ ଧରି ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 3 ଆତଙ୍କୀ ନିପାତ ହୋଇଛନ୍ତି ।

Sulg - ମନ୍ଦିର ପରିସରରୁ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

Format- AVO

Place- khurda,22.5.19

Visual- WhatsApp

ଆଙ୍କର : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପାଣି ଦୁଆର ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଧାର ହୋଇଛି  । ସୂଚନା ଅନୁଯାୟୀ ଟାଙ୍ଗି ବିଲ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ  ସେ କିଛି ଦିନ ହେବ ଗୁହାରି ପଡିଥିଲେ । କିନ୍ତୁ ଆଜି ମନ୍ଦିର ପରିସରରେ ଥିବା ଆମ୍ବ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିର ନିକଟକୁ ଯାଇ ବୃଦ୍ଧ ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ମୃତ ଜଣକ ଟାଙ୍ଗୀ ଥାନା ପାଣି ଦୁଆର ଗାଁର ଗଙ୍ଗାଧର ଘଡାଇ ଓ ସେ ଶିଵ ମନ୍ଦିରରେ ୨୧ ଦିନ ହେବ ମାନସିକ କରି ଗୁହାରି ପଡ଼ିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
Last Updated : Jun 1, 2019, 8:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.