ETV Bharat / bharat

ଝାଡଖଣ୍ଡରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ, 3 ନକ୍ସଲ ନିହତ

ଝାଡଖଣ୍ଡର ଗିରିଡିହରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ । ଏହି ଏନକାଉଣ୍ଟରରେ 3 ନକ୍ସଲ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ ଜଣେ ଯବାନ ଶହୀଦ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Apr 15, 2019, 8:50 PM IST

Updated : Apr 15, 2019, 8:56 PM IST

ରାଞ୍ଚି: ଝାଡଖଣ୍ଡର ଗିରିଡିହରେ ସିଆରପିଏଫ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ସୋମବାର ଏହି ଏନକାଉଣ୍ଟରରେ 3ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେପଟେ ଏନକାଉଣ୍ଟର ସ୍ଥାନରୁ ବିପୁଳ ମାତ୍ରାରେ ବିସ୍ଫୋରକ, ଏକ ଏକେ 47 ରାଇଫଲ, ୩ଟି ମାଗାଜିନ୍‌ ଏବଂ ୪ଟି ପାଇପ୍‌ ବୋମା ଜବତ ହୋଇଛି ।

  • Jharkhand: One CRPF personnel lost his life, three naxals killed in encounter between CRPF and naxals in Giridih, today. Search operation underway. pic.twitter.com/J5KxFYacs9

    — ANI (@ANI) April 15, 2019 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଗିରିଡିହର ବେଲଭା ଘାଟ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ସୋମବାର ସକାଳୁ ସୂଚନା ମିଳିଥିଲା । ସୂଚନା ଆଧାରରେ ସିଆରପିଏଫର 7ମ ବାଟାଲିୟନ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ତେବେ ସିଆରପିଏଫଙ୍କ ଗୁଳିରେ 3 ନକ୍ସଲ ଟଳି ପଡିଥିଲେ । ସେପଟେ ଅପରେସନରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ ।

Intro:Body:

sad

Conclusion:
Last Updated : Apr 15, 2019, 8:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.