ETV Bharat / bharat

କୋରୋନା ଆତଙ୍କ: ଆଗ୍ରାରେ 3 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ 92 - କୋରୋନା ଅପଡେଟ୍

ଆଗ୍ରାରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆଗ୍ରାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 92ରେ ପହଞ୍ଚିଥିବା ବେଳେ 81 ଜଣ ଆକ୍ରାନ୍ତ ଆକ୍ଟିଭ ଥିବା ଶନିବାର ଆଗ୍ରା ସିଡିଏମ ପ୍ରଭୁ ଏନ୍ ସିଂ ସୂଚନା ଦେଇଛନ୍ତି ।

_corona upadate
ଆଗ୍ରାରେ 3 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Apr 11, 2020, 1:10 PM IST

ଲକ୍ଷ୍ନୌ: ଆଗ୍ରାରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଆଗ୍ରାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 92ରେ ପହଞ୍ଚିଥିବା ବେଳେ 81 ଜଣ ଆକ୍ରାନ୍ତ ଆକ୍ଟିଭ ଥିବା ଶନିବାର ଆଗ୍ରା ସିଡିଏମ ପ୍ରଭୁ ଏନ୍ ସିଂ ସୂଚନା ଦେଇଛନ୍ତି ।

ସେହିପରି ଝାଡଖଣ୍ଡରେ ଶନିବାର 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 17ରେ ପହଞ୍ଚିଛି ।

ତେବେ ଚିହ୍ନଟ ହୋଇଥିବା 3 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଞ୍ଚିର ହିନ୍ଦିପିରି, ଜଣେ କୋଦେରମା ଏବଂ ଆଉ ଜଣେ ଆକ୍ରାନ୍ତ ହଜାରିବାଘର ହୋଇଥିବା ଝାଡଖଣ୍ତ ସ୍ବାସ୍ଥ୍ୟ ସଚିବ ନିତିନ୍ ମଦନ କୁଲକର୍ଣ୍ଣି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.