ETV Bharat / bharat

ଯୋଧପୁରରେ ଭୁଷୁଡିଲା ନିର୍ମାଣଧୀନ କୋଠା, 3 ମୃତ

ନିର୍ମାଣଧୀନ କୋଠା ଭୁଷୁଡି 3 ମୃତ । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ତେବେ କେଉଁ କାରଣରୁ କୋଠା ଭୁଷୁଡିଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

author img

By

Published : May 14, 2019, 10:35 AM IST

ଫାଇଲ ଫଟୋ

ଯୋଧପୁର: ନିର୍ମାଣଧୀନ କୋଠା ଭୁଷୁଡି 3 ମୃତ ଓ ଜଣେ ଆହତ । ଏଭଳି ଅଭାବନୀୟ ଘଟଣା ସୋମବାର ରାତିରେ ରାଜସ୍ଥାନର ଯୋଧପୁରରେ ଘଟିଛି । ତେବେ ପୃଥିବୀପୁର ଅଞ୍ଚଳରେ ନିର୍ମାଣ ହେଉଥିବା କୋଠାର ଛାତ ଭୁଷୁଡି ପଡିବାରୁ ଏଭଳି ଅଘଟଣ ଘଟିଛି ।

ଘଟଣା ପରେ ଯୋଧପୁର ଜିଲ୍ଲାପାଳ ପ୍ରକାଶ ରାଜପୁତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ଗଣମାଧ୍ୟମକୁ ଉତ୍ତର ରଖି କହିଛନ୍ତି କି ରାତି ପ୍ରାୟ 11ଟାରେ ଛାତ ଭୁଷିଡିବା ସହ ଘର ମଧ୍ୟରେ 4 ଶ୍ରମିକ କାର୍ଯ୍ୟରତ ଥିଲେ । ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତର 3 ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ କେଉଁ କାରଣରୁ କୋଠା ଭୁଷୁଡିଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

SLUG- ମଦ ପିଇବା ପଡିଲା ମହଙ୍ଗା।ବେଦିରୁ ଉଠିଗଲା ବର।
FORMAT-AVB
REPORTER-BADSAH JUSMAN RANA
DATE-14-05-19
PLACE-SAMBALPUR.

ANCHOR- ନିଜ ବାହା ଘରରେ ମଦ ପିଇବା ବରକୁ ପଡିଲା ମହଙ୍ଗା। ଶେଷରେ ବେଦିରୁ ଉଠିଗଲା କନ୍ୟା। ଆଉ ବର କୁ ଶିଶୁପାଲ ହେବାକୁ ପଡିଲା। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଗୋବର୍ଦ୍ଧନ ବଡ଼ମାଲ ଗାଁରେ। ଗତ 12 ତାରିଖ ରାତିରେ ଗାଁ ର ଭିକ ଭୁଏ ଙ୍କ ଦ୍ଵିତୀୟ ଝିଅ ମମତାଙ୍କର  ନାକଟିଦେଉଲ ବ୍ଲକ ଅଂଚଳର ଏକ ଗାଁ ରେ ବିବାହ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ଆସି ଭୋଜି ଭାତ ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବେଦୀକୁ ଯିବା ପୂବରୁ ବର ମଦ ପିଇ ଝୁଳୁଥିଲେ। ମଝିରେ ମଝିରେ ବେଦିରୁ ଖସି ପଡୁଥିଲେ ଓ କନ୍ୟା ପକ୍ଷ କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ବରର ଏମିତି ଅବସ୍ଥା ଦେଖି କନ୍ୟା ବିବାହ ନକରିବାକୁ ନିଷ୍ପତି ନେବା ସହ ବେଦିରୁ ଉଠିଯାଇଥିଲା। ଯେତେ ଅନୁରୋଧ କଲେ ମଧ୍ୟ ଏମିତି ମଦୁଆକୁ ବିବାହ କରିବାକୁ ସେ ରୋକ ଠୋକ ମନା କରିଦେଇଥିଲେ।  ହେଲେ ଏଭଳି ଘଟନା ଏବେ ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ବାଇଟ-1-ଭିକ ଭୁଏ, କନ୍ୟା ବାପା।
ବାଇଟ-2-ରସାନନ୍ଦ ନାଏକ,ସଭାପତି ,ସାତପାଲି ଗଣ୍ଡ ସମାଜ।
ଭିଜୁଆଲ WhatsApp re ପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.