ETV Bharat / bharat

କାଳ ହେଲା ଖେଳ, ଚାଲିଗଲା 3 ନିରୀହ ଜୀବନ

କାରରେ ବନ୍ଦ ହୋଇ ପ୍ରାଣ ହରାଇଛନ୍ତି ତିନି ଶିଶୁ । ଖେଳୁଥିବା ବେଳେ ପଶିଯାଇଥିଲେ କାରରେ ହେଲେ ଆଉ ବାହାରି ପାରିନଥିଲେ । ତିନି ଘଣ୍ଟାପରେ ଦେଖିଥିଲେ ପଥଚାରୀ । ହେଲେ ବଞ୍ଚାଇପାରିିନାହାଁନ୍ତି ଡାକ୍ତର ।

author img

By

Published : May 24, 2019, 10:21 PM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏକ ଦୁଖଃଦ ଘଟଣା। କାରରେ ବନ୍ଦ ହୋଇ ପ୍ରାଣ ହରାଇଛନ୍ତି ତିନି ଶିଶୁ । ସେମାନେ ସମ୍ପର୍କରେ ଭାଇ ଭଉଣୀ ବୋଲି ଜଣାପଡିଛି ।

ସୂଚନା ଅନୁସାରେ,ଶୁକ୍ରବାର ସକାଳୁ ସାଙ୍ଗ ହୋଇ ଖେଳୁଥିଲେ ତିନି ଶିଶୁ । ଆଉ ଘର ବାହାରେ ଥିବା କାରଟି ଖୋଲା ଥିବାରୁ ସେଥିରେ ପଶିଯାଇ ବନ୍ଦ କରିଦେଇଥିଲେ । ହେଲେ ବାହାରିବା ସମୟରେ ହଠାତ କାରଟି ବନ୍ଦ ହୋଇଯାଇଥିଲା । ଆଉ ଯେତେ ପାଟି କଲେ ବି କେହି ଶୁଣିନଥଲେ।

ତିନି ଘଣ୍ଟା ଧରି ସେମାନେ କାର ଭିତରେ ବନ୍ଦ ରହିଥିଲେ । ଜଣେ ପଥଚାରୀ ତାଙ୍କୁ ଅଚେତ ଅବସ୍ଥାରେ କାରରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ସଦସ୍ୟ ପିଲାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Intro:Body:

dfdd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.