ETV Bharat / bharat

ପୃଥଳକାୟ ଆତଙ୍କବାଦୀ, ପୋଲିସ ଜିପ ବଦଳରେ ଟ୍ରକରେ ଗଲେ ଜେଲ

ଆଇଏସଆଇଏସର ମୁଖ୍ୟ ଲିଡରକୁ ଗିରଫ କରିଛି ଇରାନୀ ଫୋର୍ସ। ତେବେ ପୋଲିସ ଏହି ମୋଟା ବ୍ୟକ୍ତି ଜଣଙ୍କୁ ଗିରଫ କରିବାକୁ ଜିପ ବଦଳରେ ଟ୍ରକର ସାହାଯ୍ୟ ନେଇଥିଲା । ଅଧିକ ଖବର ପଢନ୍ତୁ...

author img

By

Published : Jan 19, 2020, 11:52 AM IST

250 kg ISIS Cleric
ପୃଥୁଳକାୟ ଆତଙ୍କବାଦୀ,ପୋଲିସ ଜିପ ବଦଳରେ ଟ୍ରକରେ ଗଲେ ଜେଲ

ନୂଆଦିଲ୍ଲୀ: ଇରାକର ସ୍ବାତ ଟିମ କବଜ୍ଜାରେ ବଡ ମାଛ। ଆଇଏସଆଇଏସର ମୁଖ୍ୟ ଲିଡରକୁ ଗିରଫ କରିଛି ଇରାନୀ ଫୋର୍ସ। ଏହି ବ୍ୟକ୍ତିଜଣକ ଗତ କିଛିଦିନ ତଳେ 'ଜାବା ଦ ଜିହାଦୀ' ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ।

ତେବେ ପୋଲିସ ତାଙ୍କୁ ଗିରଫ ପରେ ସଫଳତା ପାଇଛି ତ ସତ ହେଲେ ଅଭିଯୁକ୍ତଙ୍କ ଶରୀରର ଓଜନ ପାଇଁ ତାଙ୍କୁ ଗିରଫ କରି ନେବା ପାଇଁ ଅନେକ ଅସୁବିଧାର ସାମ୍ନା କରିଥିଲା। ଏହି ମୋଟା ବ୍ୟକ୍ତିଜଣକ ହେଲେ ମୁପ୍ତି ଆବୁ ଅବଦୁଲ ବାରି।

ସୂଚନା ଅନୁସାରେ, ମୁପ୍ତିଙ୍କ ଶରୀରର ଓଜନ 250 କିଲୋ। ତାଙ୍କ ଏହି ମୋଟା ପଣ ପାଇଁ ପୋଲିସ ଗାଡି ବଦଳରେ ଏକ ଫ୍ଲାଟ ବେଡ ଦ୍ବାରା ସ୍ବାତ ଟିମ ଟ୍ରକରେ ଲୋଡ କରାଯାଇଥିଲା।

ଇରାକୀ ଫୋର୍ସର କହିବା ଅନୁସାରେ ମୁପ୍ତି ସର୍ବଦା ସିକ୍ୟୁରିଟ ଫୋର୍ସ ବିରୋଧର ବିରୋଧାତ୍ମକ ମନ୍ତବ୍ୟ ଦେବା ପାଇଁ ପରିଚିତ। ଏହାସହ ଆଇଏସଆଇଏସ ଗ୍ୟାଙ୍ଗର ଲିଡର। ଏପରିକି ମୁପ୍ତି ଆଇଏସଆଇଏସର ସମର୍ଥନ କରୁନଥିବା ମୌଲବୀଙ୍କ ବିରୋଧରେ ହତ୍ୟା ଧମକ ଦେଇଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.