ETV Bharat / bharat

ଆଗ୍ରାରେ 25 ନୂଆ କୋରୋନା ଆକ୍ରାନ୍ତ, ମୋଟ 45

ଶନିବାର ଆଗ୍ରାରେ 25 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଗ୍ରାରେ ମୋଟ 45ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ।

author img

By

Published : Apr 4, 2020, 11:31 AM IST

corona
ଆଗ୍ରାରେ 25 ନୂଆ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଭାରତରେ କୋରୋନା ବ୍ୟାପିବାରୁ ରୋକିବା ପାଇଁ ଏପ୍ରିଲ 14 ଯାଏଁ ଲକଡାଉନ ଘୋଷଣା କରାଯାଇଛି । ମାତ୍ର ଦେଶରେ କୋରୋନା କମିବା ପରିବର୍ତ୍ତେ ପ୍ରତିଦିନ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଶନିବାର ଆଗ୍ରାରେ 25 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଗ୍ରାରେ ମୋଟ 45ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 2542 କୋରୋନା ଆକ୍ରାନ୍ତ ଥିବାବେଳେ 66 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି । ଏହାଛଡା 163 ଜଣ ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.