ETV Bharat / bharat

72 ଘଣ୍ଟାରେ 237 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ

author img

By

Published : Jul 4, 2020, 6:15 PM IST

ଗତ 3 ତିନ ମଧ୍ୟରେ 237 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 1040 ପୋଲିସ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

corona
3 ଦିନରେ 237 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ

ମୁମ୍ବାଇ:237 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ । ଗତ 3 ତିନ ମଧ୍ୟରେ 237 ମହାରାଷ୍ଟ୍ର ପୋଲିସ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 1040 ପୋଲିସ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 64 ମହାରାଷ୍ଟ୍ର ପୋଲିସଙ୍କର ମୃତ୍ୟୁ ଘଟିଥିବା ଏକ ବିବୃତ୍ତିରେ ପୋଲିସ ସୂଚନା ଦେଇଛନ୍ତି ।

ତେବେ କୋରୋନା ଦୃଷ୍ଟିରୁ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 1.87 ଲକ୍ଷ କୋରୋନା ଆକ୍ରାନ୍ତ ଥିବାବେଳେ 8178 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ଦେଶରେ 648315 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 235433 ଆକ୍ଟିଭ, 394227 ଆକ୍ରାନ୍ତ ସୁସ୍ଥ ଏବଂ 18655 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.