ETV Bharat / bharat

ପ୍ଲାଟଫର୍ମ ଟିକେଟରୁ ସରକାରଙ୍କ ଆୟ 139କୋଟି: ରେଳମନ୍ତ୍ରୀ - ଟିକେଟ

ରାଜ୍ୟସଭାରେ 2018-19 ଆର୍ଥିକ ବର୍ଷର ପ୍ଲାଟଫର୍ମ ଆୟ ନେଇ ରେଳମନ୍ତ୍ରୀଙ୍କ ସୂଚନା । ପ୍ଲାଟଫର୍ମ ଟିକେଟରୁ ସରକାରଙ୍କୁ ମିଳିଛି 139 କୋଟି ।

ଫାଇଲ ଫଟୋ
author img

By

Published : Jul 26, 2019, 11:41 PM IST

ନୂଆଦିଲ୍ଲୀ: ପ୍ଲାଟଫର୍ମ ଟିକେଟରୁ ସରକାରଙ୍କୁ ମିଳିଛି 139କୋଟି । ରାଜ୍ୟସଭାରେ 2018-19 ଆର୍ଥିକ ବର୍ଷର ପ୍ଲାଟଫର୍ମ ଆୟ ନେଇ ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀଙ୍କ କହିବା ଅନୁସାରେ, 139.20 କୋଟି ଟଙ୍କା ପ୍ଲାଟଫର୍ମ ଟିକଟ ସେଲରୁ ରୋଜଗାର କରାଯାଇଛି । ଏହାସହ ଦୋକାନ ଓ ପ୍ଲାଟଫର୍ମ ବିଜ୍ଞାପନରୁ ସରକାରଙ୍କୁ ମିଳିଛି 230.47 କୋଟି ଟଙ୍କା । ତେବେ ବିଜେପି ସାଂସଦ ରାକେଶ ସ୍ନିହାଙ୍କୁ ଚିଠି ମାଧ୍ୟମରେ ପିୟୁଷ ଗୋୟଲ ଏପରି ଉତ୍ତର ରଖିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.