ଚେନ୍ନାଇ: ସ୍କୁଲ ବସ ଓଲଟି 20 ସ୍କୁଲ ଛାତ୍ରଛାତ୍ରୀ ଗୁରୁତର । ମଦୁରାଇରେ ଏକ ସ୍କୁଲ ବସ ହଠାତ ଦୁର୍ଘଟଣାଗସ୍ତ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମଦୁରାଇ ରାଜାଜୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।