ETV Bharat / bharat

ଗ୍ରେଟର ମୁମ୍ବାଇରେ 24 ଘଣ୍ଟାରେ 20 ମୃତ୍ୟୁ, 791 ନୂତନ ମାମଲା - greater mumbai

ଗ୍ରେଟର ମୁମ୍ବାଇରେ ବଢୁଛି କୋରୋନା ମାମଲା । ସୋମବାର 20 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 791 ନୂତନ ମାମଲା ଆସିଛି । ଅଧିକ ପଢନ୍ତୁ...

20 deaths and 791 new cases of COVID19 have been reported in Greater Mumbai  Area today
ପ୍ରତିତକାତ୍ମକ ଫଟୋ
author img

By

Published : May 11, 2020, 11:40 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯେତେ ସତର୍କତା ଅବଲମ୍ବନ କଲେ ମଧ୍ୟ ଥମିବାର ନାଁ ଧରୁନି କୋରୋନା । ଦିନକୁ ଦିନ ଆହୁରି ଆତଙ୍କିତ ହେଉଛନ୍ତି ମହାରାଷ୍ଟ୍ରବାସୀ ।

ସୋମବାର ଗ୍ରେଟର ମୁମ୍ବାଇ ଅଞ୍ଚଳରେ କୋରୋନା ଯୋଗୁଁ 20 ଜଣଙ୍କର ମୃତ୍ୟୁ ଏବଂ 791 ଟି ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଛି । ସମୁଦାୟ କୋଭିଡ-19 ମାମଲା 14355 କୁ ବୃଦ୍ଧି ପାଇଛି । ଏହାସହ ବର୍ତ୍ତମାନ ସୁଦ୍ଧା ପ୍ରାୟ 3110 ଜଣ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏହାସହ 528 ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ସୂଚନା ମିଳିଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.