ETV Bharat / bharat

ବିମୁଦ୍ରୀକରଣର 2 ବର୍ଷ ପରେ 3.5 କୋଟିର ପୁରୁଣା ଟଙ୍କା ଜବତ

ବିମୁଦ୍ରିକରଣର 2ବର୍ଷ ପରେ ଜବତ ହେଲା ପୁରୁଣା 500 ଓ 1000 ଟଙ୍କିଆ ନୋଟ । 3.5 କୋଟିର ପୁରୁଣା ଟଙ୍କା ଜବତ ହୋଇଛି । ତେବେ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଏଏନଆଇ
author img

By

Published : Feb 11, 2019, 5:08 PM IST

ନବସରି: ରବିବାର ବିଲିମୋରାର ଏକ ଗାଁରେ 3.5କୋଟି ଟଙ୍କାର କରେନ୍ସି ସହ 4 ଜଣଙ୍କୁ ଗିରଫ କରିଛି ଗୁଜୁରାଟ ପୋଲିସ । ଜବତ ଟଙ୍କାରେ 13,432ଟଙ୍କାର ପୁରୁଣା 1000 ଟଙ୍କିଆ ନୋଟ ଏବଂ 43,300 ଟଙ୍କାର 500 ଟଙ୍କିଆ ରହିଛି । ବିମୁଦ୍ରୀକରଣର 2 ବର୍ଷ ପରେ ଏହି ଟଙ୍କା ସାମନାକୁ ଆସିଛି ।

ସୂଚନାଯୋଗ୍ୟ, ଦୁର୍ନୀତି ଏବଂ ଭଷ୍ଟ୍ରାଚାର ଉପରେ ରୋକ ଲଗାଇବାକୁ ମୋଦି ସରକାର 1000 ଓ 500 ଟଙ୍କିଆ ନୋଟରେ ପ୍ରତିବନ୍ଧକ ଲଗାଇଥିଲେ । ସ୍ଥାନୀୟ ଅପରାଧୀ ଶାଖାର ତଦନ୍ତ ଅଧିକାରୀ ଶୌଲେଶଗିରୀ ଗୋସ୍ବାମୀଙ୍କ କହିବାନୁଯାୟୀ, ଗିରଫ 4 ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦାମୀ କାର ସହ 3.5କୋଟି ଟଙ୍କାର କରେନ୍ସି ଜବତ କରାଯାଇଛି । ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

Intro:Body:

ବିମୁଦ୍ରୀକରଣର 2 ବର୍ଷ ପରେ 3.5 କୋଟିର ପୁରୁଣା ଟଙ୍କା ଜବତ

ନବସରି: ରବିବାର ବିଲିମୋରାର ଏକ ଗାଁରେ 3.5କୋଟି ଟଙ୍କାର କରେନ୍ସି ସହ 4 ଜଣଙ୍କୁ ଗିରଫ କରିଛି ଗୁଜୁରାଟ ପୋଲିସ । ଜବତ ଟଙ୍କାରେ 13,432ଟଙ୍କାର ପୁରୁଣା 1000 ଟଙ୍କିଆ ନୋଟ ଏବଂ 43,300 ଟଙ୍କାର 500 ଟଙ୍କିଆ ରହିଛି । ବିମୁଦ୍ରୀକରଣର 2 ବର୍ଷ ପରେ ଏହି ଟଙ୍କା ସାମନାକୁ ଆସିଛି ।

ସୂଚନାଯୋଗ୍ୟ, ଦୁର୍ନୀତି ଏବଂ ଭଷ୍ଟ୍ରାଚାରକୁ ଉପରେ ରୋକ ଲଗାଇବାକୁ ମୋଦି ସରକାର 1000 ଓ 500 ଟଙ୍କିଆ ନୋଟରେ ପ୍ରତିବନ୍ଧକ ଲଗାଇଥିଲେ । ସ୍ଥାନୀୟ ଅପରାଧୀ ଶାଖାର ତଦନ୍ତ ଅଧିକାରୀ ଶୌଲେଶଗିରୀ ଗୋସ୍ବାମୀଙ୍କ କହିବାନୁଯାୟୀ, ଗିରଫ 4 ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦାମୀ କାର ସହ 3.5କୋଟି ଟଙ୍କାର କରେନ୍ସି ଜବତ କରାଯାଇଛି । ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.