ETV Bharat / bharat

କେରଳରେ 2 ନୂଆ କୋରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ 194କୁ ବୃଦ୍ଧି - 2 new corona cases in Kerala

କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରବିବାର କହିଛନ୍ତି ରାଜ୍ୟରେ 2ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 194କୁ ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେରଳରେ 2 ନୂଆ କୋରୋନା ପଜିଟିଭ,
କେରଳରେ 2 ନୂଆ କୋରୋନା ପଜିଟିଭ,
author img

By

Published : Apr 12, 2020, 9:39 PM IST

ଥିରୁବନ୍ତପୁରମ: କେରଳରେ ପୁଣି 2ଟି ନୂଆ କୋରୋନା ପଜିଟିଭ । କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରବିବାର କହିଛନ୍ତି ରାଜ୍ୟରେ 2ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 194କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ 373 ଲୋକେ କୋରୋନା ସଂସ୍ପର୍ଶରେ ଆସିଛନ୍ତି । ସେଥିରୁ 50 ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଆଜିର ସ୍ଥିତି ଏହା ଯେ 1,16,125 ସନ୍ଦିଗ୍ଧ ନିଜ ନିଜ ଘରେ ଅଛନ୍ତି । ସମସ୍ତଙ୍କର ଯାଞ୍ଚ କରାଯାଉଛି ଏବଂ 816 ଆକ୍ରାନ୍ତ ରାଜ୍ୟର ବିଭିନ୍ନ ମେଡିକାଲରେ ଭର୍ତ୍ତି ଅଛନ୍ତି । ରବିବାର ଯେଉଁ 2 ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା ସେ ମଧ୍ୟ-ପୂର୍ବ ଦେଶରୁ ଆସିଥିଲେ । ତେବେ କୋରୋନା ସଂକ୍ରମିତ 2 ବ୍ୟକ୍ତିଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା । ଉଭୟ ପୂର୍ବରୁ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.