ଜମ୍ମୁ କଶ୍ମୀର ରାଜପୋରା ଅଞ୍ଚଳରେ ଗତକାଲି ମଧ୍ୟରାତିରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ଆତଙ୍କବାଦୀ । ସେନା ଓ ସିଆରପିଏଫର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାର ପ୍ରତି ଜବାବ ଦେବାକୁ ଯାଇ ସେନାଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।
ମଧ୍ୟରାତିରେ ମୁହାଁମୁହିଁ, 2 ଆତଙ୍କବାଦୀଙ୍କ ଏନକାଉଣ୍ଟର - encounter in JK
ପୁଲୱାମା: ମଧ୍ୟରାତିରେ ମାତିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଛକାପଞ୍ଝା ମଧ୍ୟରେ ନିପାତ ହେଲେ ଦୁଇ ଆତଙ୍କବାଦୀ । ମୃତ ଆତଙ୍କବାଦୀ ଜୈସ-ଏ-ମହମ୍ମଦ (ଜେଇଏମ) ର ହୋଇଥିବା ଜଣାପଡିଛି । ସଇଦ ଅହମ୍ମଦ ଓ ଅନିୟାତ ଅହମ୍ମଦ ଜିଗର ଜେଇଏମ ଆତଙ୍କବାଦୀ ସଙ୍ଗଠନର ଦୁଇ ସକ୍ରିୟ ଆତଙ୍କବାଦୀ ।
![ମଧ୍ୟରାତିରେ ମୁହାଁମୁହିଁ, 2 ଆତଙ୍କବାଦୀଙ୍କ ଏନକାଉଣ୍ଟର](https://etvbharatimages.akamaized.net/etvbharat/images/768-512-2336314-430-0d3d605c-62ab-44f6-a28d-c1521f98cd98.png?imwidth=3840)
ଜମ୍ମୁ କଶ୍ମୀର ରାଜପୋରା ଅଞ୍ଚଳରେ ଗତକାଲି ମଧ୍ୟରାତିରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ଆତଙ୍କବାଦୀ । ସେନା ଓ ସିଆରପିଏଫର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାର ପ୍ରତି ଜବାବ ଦେବାକୁ ଯାଇ ସେନାଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।
ମଧ୍ୟରାତିରେ ମୁହାଁମୁହିଁ, 2 ଆତଙ୍କବାଦୀଙ୍କ ଏନକାଉଣ୍ଟର

Conclusion: