ETV Bharat / bharat

ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, 2 ମାଓବାଦୀ ମୃତ

author img

By

Published : Sep 7, 2020, 6:20 PM IST

ତେଲେଙ୍ଗାନା-ଛତିଶଗଡ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, 2 ମାଓବାଦୀ ମୃତ
ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, 2 ମାଓବାଦୀ ମୃତ

ହାଇଦ୍ରାବାଦ: ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ତେଲେଙ୍ଗାନା-ଛତିଶଗଡ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଛତିଶଗଡ ସୀମାକୁ ଲାଗିଥିବା ତେଲେଙ୍ଗାନାର ଛେନ୍ନାପୁରମ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିଲା । ଏହାର ମାତ୍ର କିଛି ଘଣ୍ଟା ପୂର୍ବରୁ ଲ୍ୟାଣ୍ଡମାଇନ ଜରିଆରେ ଆକ୍ରମଣ କରିଥିଲେ ମାଓବାଦୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସର୍ଚ୍ଚଅପରେସନ ଜାରି ରହିଥିବା କୋଟ୍ଟାଗୁଡେମ ଏସପି ସୁନୀଲ ଦତ୍ତ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.