ETV Bharat / bharat

ମହାରାଷ୍ଟ୍ର: କଲେଜ ପରିସରରୁ 2 ନାବାଳକଙ୍କ ମୃତଦେହ ଉଦ୍ଧାର

କେ.ସି ଇଞ୍ଜିନିୟର କଲେଜ ପରିସରରୁ ଉଦ୍ଧାର ହୋଇଛି ଦୁଇ ନାବାଳକଙ୍କ ମୃତଦେହ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

author img

By

Published : Jul 14, 2019, 6:52 PM IST

ଫାଇଲ ଫଟୋ

ମୁମ୍ବାଇ: କଲେଜ ପରିସରରୁ ଉଦ୍ଧାର ହୋଇଛି 2 ନାବାଳକଙ୍କ ମୃତଦେହ । ଶନିବାର ମହାରାଷ୍ଟ୍ରର କୋପ୍ରି ଥାନା ନିକଟରେ ଥିବା କେ.ସି ଇଞ୍ଜିନିୟର କଲେଜ ପରିସରରୁ ଦୁଇ ଜଣ ନାବାଳକ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ଶୁକ୍ରବାର ନାବାଳକ ନିଖୋଜ ଥିବା ନେଇ ପରିବାର ପକ୍ଷରୁ କୋପ୍ରି ଥାନାରେ ଏକ ମାମଲା ଦାୟର କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଶନିବାର କେ.ସି ଇଞ୍ଜିନିୟର କଲେଜ ନିକଟରେ ଥିବା ମିଥାଗର ଅଞ୍ଚଳରୁ ଦୁଇ ଜଣ ନାବାଳକଙ୍କ ମୃତଦେହ ମିଳିଥିଲା ।

ପ୍ରାଥମିକ ତଦନ୍ତରୁ ଦୁଇ ନାବାଳକ ସୁବାସ ନଗର ଅଞ୍ଚଳର ସୁଭମ୍ ବିନୋଦ ଦେବକାର(15) ଓ ପ୍ରବୀଣ ସତ୍ୟମ କନଚାରୀ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.