ETV Bharat / bharat

କ୍ବାରେଣ୍ଟାଇନକୁ ଗଲେ 100 ସ୍ବାସ୍ଥ୍ୟକର୍ମୀ

author img

By

Published : Apr 4, 2020, 3:01 PM IST

ଶନିବାର ଦିଲ୍ଲୀର ଗଙ୍ଗାରାମ ମେଡିକାଲର 100 ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଅଧିକ ପଢନ୍ତୁ...

corona
କ୍ବାରେଣ୍ଟିନକୁ ଗଲେ 100 ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଭୟଙ୍କରରୁ ଅତି ଭୟଙ୍କର ରୂପ ନେବାକୁ ବସିଲାଣି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ 14 ଯାଏଁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ମାତ୍ର ଆକ୍ରାନ୍ତଙ୍କ ସେବାରେ ନିୟୋଜିତ ଥିବା ଡାକ୍ତରଙ୍କୁ ମଧ୍ୟ କୋରୋନା ନିଜ କବଳରେ ନେବାକୁ ବସିଲାଣି । ତେବେ ଶନିବାର ଦିଲ୍ଲୀର ଗଙ୍ଗାରାମ ମେଡିକାଲର 100 ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନା ଅନୁଯାୟୀ, ଏହି ଡାକ୍ତରମାନେ 2 କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଛନ୍ତି। ଯାହାକୁ ନେଇ ସେମାନଙ୍କୁ କ୍ବାରେଣ୍ଟିନକୁ ପଠାଯାଇଥିବା ଜଣାପଡିଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 2902 କୋରୋନା ଆକ୍ରାନ୍ତ ଥିବାବେଳେ 68 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି । ଏହାଛଡା 163 ଜଣ ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.