ETV Bharat / bharat

ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 84

ଗୁରୁବାର ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଗ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 84 ରେ ପହଞ୍ଚିଥିବା ଆଗ୍ରା ଡିଏମ ପ୍ରଭୁ ଏନ ସିଂ ସୂଚନା ଦେଇଛନ୍ତି ।

author img

By

Published : Apr 9, 2020, 10:03 AM IST

agra corona upadate
ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଲକ୍ଷ୍ନୌ: ଗୁରୁବାର ଆଗ୍ରାରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଗ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 84ରେ ପହଞ୍ଚିଥିବା ଆଗ୍ରା ଡିଏମ ପ୍ରଭୁ ଏନ ସିଂ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଛି । ଏଥି ମଧ୍ୟରୁ 5095 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 473 ଜଣ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି । ଏଥିସହ କୋରୋନା କାରଣରୁ ଦେଶରେ ମୋଟ 166 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.