ETV Bharat / bharat

ତିନି ସପ୍ତାହ ଧରି ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ଭାରତୀୟ

author img

By

Published : Apr 13, 2020, 3:40 PM IST

କୋରୋନା ପାଇଁ ବନ୍ଦ ରହିଛି ବିମାନ ଉଡାଣ । ଫଳରେ ଦୁବାଇ ଏୟାରପୋର୍ଟରେ ଫସି ରହିଛନ୍ତି 19 ଭାରତୀୟ ।

ତିନି ସପ୍ତାହ ଧରି ଦୁବାଇ ଏୟାରପୋର୍ଟରେ ଫସି ରହିଛନ୍ତି ଭାରତୀୟ

ଦୁବାଇ: ମହାମାରୀ କୋରୋନା ବିରୁଦ୍ଧରେ ମୁକାବିଲା କରୁଛି ଦେଶ । ସଙ୍କଟକୁ ଟାଳିବା ପାଇଁ ବିଦେଶକୁ ସମସ୍ତ ଉଡାଣ ବନ୍ଦ ରହିଛି । ଦୁବାଇ ଏୟାରପୋର୍ଟରେ ତିନି ସପ୍ତାହ ଧରି ଫସି ରହିଛନ୍ତି 19 ଭାରତୀୟ । ମାର୍ଚ୍ଚ 21ରେ ସମସ୍ତଙ୍କ କୋରୋନା ଟେଷ୍ଟିଂ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି । ମାର୍ଚ୍ଚ 25ରେ ଏମାନଙ୍କୁ ଦୁବାଇ ଅନ୍ତର୍ଜାତୀୟ ବିମାନ ହୋଟେଲରେ ରଖାଯାଇଥିବା ନେଇ ଗଲ୍ଫ ନ୍ୟୁଜ ପକ୍ଷରୁ ପ୍ରକାଶ ହୋଇଛି ।

ଫସି ରହିଥିବା ଯୁବକଙ୍କ ମଧ୍ୟରେ 37 ବର୍ଷୀୟ ଅରୁଣ ମାର୍ଚ୍ଚ 22ରେ ଏମିରେଟ୍ସ ବିମାନରେ ଅହମ୍ମଦାବାଦ ଆସିଛନ୍ତି । କିନ୍ତୁ ସେ ଶୋଇପଡିବାରୁ ବିମାନ ଧରିପାରିନଥିଲେ। ସିଂ ସଂଯୁକ୍ତ ଆରବ ଏମିରେଟ୍ସର ଏକ ବ୍ୟାଙ୍କରେ ଆଇଟି ବିଭାଗରେ କାମ କରନ୍ତି ।

ଅନ୍ୟ ଅଟକି ରହିଥିବା ଯାତ୍ରୀଙ୍କ ପରି ସିଂଙ୍କର ୟୁଏଇ ରେସିଡେନ୍ସି ଭିସା ଅଛି ହେଲେ ଭିସା ସ୍ଥଗିତ ଥିବାରୁ ସେ ବିମାନ ବନ୍ଦରରୁ ବାହାରି ପାରିବେ ନାହିଁ।ସେହିପରି ଅନ୍ୟ ଏକ ଯାତ୍ରୀ ଦୀପକ ଗୁପ୍ତା ମଧ୍ୟ ମାର୍ଚ୍ଚ 18 ତାରିଖରୁ ଫସି ରହିଛନ୍ତି । ତେବେ ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ତୁରନ୍ତ ଘରକୁ ଫେରିଯିବାକୁ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.