ETV Bharat / bharat

ମୁମ୍ବାଇରେ ଆଉ 5 କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 14କୁ ବୃଦ୍ଧି

ମୁମ୍ବାଇ ମହାନଗର ନିଗମରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନଅରୁ 14 କୁ ବୃଦ୍ଧି ପାଇଛି ବୋଲି ସୂଚନା ଦେଲେ ବିଏମସି ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଦକ୍ସା ଶାହା । ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୋଟ 2.46 ଲକ୍ଷ ଯାତ୍ରୀ ଏହି ରୋଗ ପାଇଁ ସ୍କ୍ରିନିଂ କରିସାରିଛନ୍ତି । ଅଧିକ ପଢନ୍ତୁ...

14 people have been tested positive in mumbai
ମୁମ୍ବାଇରେ ଆଉ 5 କୋରୋନା ପଜିଟିଭ
author img

By

Published : Mar 17, 2020, 11:57 AM IST

ମୁମ୍ବାଇ: ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ମୁମ୍ବାଇ ମହାନଗର ନିଗମରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନଅରୁ 14 କୁ ବୃଦ୍ଧି ପାଇଛି ବୋଲି ବିଏମସି ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଦକ୍ସା ଶାହା କହିଛନ୍ତି।

ପୂର୍ବରୁ ଆଡମିଶନ ହୋଇଥିବା 5 ବ୍ୟକ୍ତି ପଜିଟିଭ ଥିବା ସୋମବାର ଜଣା ପଡ଼ିଛି । ତେବେ ବର୍ତ୍ତମାନ 14 ଜଣ ଲୋକ ପଜିଟିଭ୍ ଅଛନ୍ତି ଯେଉଁଥିରେ 6 ଜଣ ମୁମ୍ବାଇର ଏବଂ ଅବଶିଷ୍ଟ ଆଠ ଜଣ ଏମଏମଆରରୁ ଆସିଛନ୍ତି ବୋଲି ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋମବାର ପର୍ଯ୍ୟନ୍ତ କସ୍ତୁରବା ହସ୍ପିଟାଲ ଓପିଡିରେ 1,865 ଜଣଙ୍କର ଭାଇରାଲ ସଂକ୍ରମଣ ଯାଞ୍ଚ କରାଯାଇଛି ବୋଲି ବିଏମସି କହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୋଟ 2.46 ଲକ୍ଷ ଯାତ୍ରୀ ଏହି ରୋଗ ପାଇଁ ସ୍କ୍ରିନିଂ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.