ETV Bharat / bharat

କାଶ୍ମୀରରେ 14 ନୂଆ ମାମଲା, ମୋଟ ଆକ୍ରାନ୍ତ 313 - କୋଭିଡ 19

ସୋମବାର ନୂଆ 14ଟି ମାମଲା ସାମନାକୁ ଆସିଛି । ସମସ୍ତ ପଜିଟିଭ କାଶ୍ମୀରର ବୋଲି ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

କାଶ୍ମୀରରେ 14 ନୂଆ ମାମଲା, ମୋଟ ଆକ୍ରାନ୍ତ 313

author img

By

Published : Apr 21, 2020, 6:55 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ପରିସ୍ଥିତି ଅଧିକ ଅସମ୍ଭାଳ ହେଉଛି । ବିଶେଷ କରି କାଶ୍ମୀରରେ ପଜିଟିଭ ମାମଲା ଅଧିକ ଦେଖିବାକୁ ମିଳୁଛି ।

କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସୂଚନାନୁସାରେ ସୋମବାର ନୂଆ 14ଟି ମାମଲା ସାମନାକୁ ଆସିଛି । ସମସ୍ତ ପଜିଟିଭ କାଶ୍ମୀରର ବୋଲି ସ୍ପଷ୍ଟ ହୋଇଛି । ଏହାସହ କାଶ୍ମୀରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 313 ପହଞ୍ଚିଛି ।

ସେହିପରି ଜମ୍ମୁରେ ଏବେ ଯାଏଁ 55 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଜମ୍ମୁ ଓ କାଶ୍ମୀରରେ ମୋଟ 368 ଜଣ କୋରୋନା ପଜିଟିଭ ବାହାରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରିନ୍ସପାଲ ସେକ୍ରେଟାରୀ ରୋହିତ କନସଲ କହିଛନ୍ତି । ତେବେ ନିକଟରେ କାଶ୍ମୀରରେ ପ୍ରଥମ କୋଭିଡ 19 କଲ ସେଣ୍ଟର ଖୋଲିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.