ETV Bharat / bharat

ଦିଲ୍ଲୀରେ ପୁଣି 14 କଣ୍ଟେନମେଣ୍ଟ ଜୋନ ଚିହ୍ନଟ

ଦେଶରେ କୋରୋନା ସଂକ୍ରମିତ ମାମଲା ଅନିୟନ୍ତ୍ରିତ ଭାବେ ବଢିଚାଲିଛି । ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ, ଗୁଜୁରାଟ ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ରେକର୍ଡ ସଂଖ୍ୟା ମାମଲା ଚିହ୍ନଟ ହେଉଛି । ଅଧିକ ପଢନ୍ତୁ...

author img

By

Published : May 23, 2020, 8:58 AM IST

ଦିଲ୍ଲୀରେ ପୁଣି 14 କଣ୍ଟେନମେଣ୍ଟ ଜୋନ ଚିହ୍ନଟ
ଦିଲ୍ଲୀରେ ପୁଣି 14 କଣ୍ଟେନମେଣ୍ଟ ଜୋନ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା, ଇଟାଲୀ ଭଳି ୟୁରୋପୀୟ ଦେଶ ପରେ ଏବେ ବ୍ରାଜିଲ, ରୁଷ ଓ ଭାରତ ନଜରରେ କୋଭିଡ। ଏହି ତିନୋଟି ଦେଶ ଏବେ କୋରୋନାର ନୂଆ ହଟସ୍ପଟ ପାଲିଟଛନ୍ତି । ଭାରତରେ ଲକ୍ଷେ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣି 14ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଗତ ଶୁକ୍ରବାର,ଦିଲ୍ଲୀରେ ନୂଆ କରି 14ଟି ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ରାଜ୍ୟରେ ଏବେ ଏହା 92ଟି କଣ୍ଟେନମେଣ୍ଟ ଜୋନ ରହିଛି । ବର୍ତ୍ତମାନ ସୁଦ୍ଧା 34 ଟି ଅଞ୍ଚଳ ଡି-କଣ୍ଟେନମେଣ୍ଟ ଚିହ୍ନଟ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ଅନୁସାରେ, ରାଜ୍ୟରେ11 ହଜାର 659ଟି ସଂକ୍ରମିତ ମାମଲା ରହିଛି । ଏଥି ମଧ୍ୟରୁ 5576 ଜଣ ସୁସ୍ଥ ହୋଇଛନ୍ତି । ଏହା ସହ 194 ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ମାମଲା 66, 330 ଟି କୋଭିଡ ମାମଲା ରହିଛି । 3583 ଜଣଙ୍କ ଜୀବନ ଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.