ETV Bharat / bharat

ଶୁକ୍ରବାର ସୁଦ୍ଧା ଦେଶରେ ହୋଇଛି 1,30,72,718 କୋରୋନା ଟେଷ୍ଟ: ICMR - କୋଭିଡ୍ ସାମ୍ପଲ ପରୀକ୍ଷା

ଗୁରୁବାର ସୁଦ୍ଧା ଦେଶରେ 1,30,72,718 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିନ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ 3,33,228 ମାମଲା ପରୀକ୍ଷଣ ହୋଇଥିବା ଆଇସିଏମଆର୍ କହିଛି।

ଶୁକ୍ରବାର ସୁଦ୍ଧା ଦେଶରେ 1,30,72,718 କୋଭିଡ୍ ସାମ୍ପଲ ପରୀକ୍ଷା: ICMRR

author img

By

Published : Jul 17, 2020, 10:53 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା କାୟା ବଢିଚାଲିଛି। ଏ ସମୟରେ ଅଧିକରୁ ଅଧିକ ପରୀକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ତେବେ ଆଜି ଦେଶରେ ରେକର୍ଡ ସଂଖ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୁରୁବାର ସୁଦ୍ଧା ଦେଶରେ 1,30,72,718 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ 3,33,228 ମାମଲା ପରୀକ୍ଷଣ ହୋଇଥିବା ଆଇସିଏମଆର୍ କହିଛି।

24 ଘଣ୍ଟାରେ ଦେଶରେ ପ୍ରାୟ 34,956 ଆକ୍ରାନ୍ତ ବାହାରିବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,03,832ରେ ପହଞ୍ଚିଛି । ଏପଟେ ଦିନକରେ 687ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

10,03,757 ସଂକ୍ରମିତଙ୍କ ମଧ୍ୟରେ 3,42,437ଟି ଆକ୍ଟିଭ କେସ ରହିଥିବାବେଳେ 6,35,757ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କୋରୋନା 25ହଜାର602 ଜଣଙ୍କ ନେଲାଣି ଜୀବନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.