ETV Bharat / bharat

12 ଯାତ୍ରୀଙ୍କୁ ନେଇ ପାକିସ୍ତାନ ଗଲା ସମଝୌତା ଏକ୍ସପ୍ରେସ - samjhauta express

ଭାରତ-ପାକିସ୍ତାନ ଭିତରେ ମିତ୍ରତା ଦର୍ଶାଯାଉଥିବା ସମଝୌତା ଏକ୍ସପ୍ରେସ ରବିବାର 12 ଜଣ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଯାତ୍ରା ଆରମ୍ଭ କରିଛି । ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ପାକିସ୍ତାନର ।

ସମଝୌତା ଏକ୍ସପ୍ରେସ
author img

By

Published : Mar 4, 2019, 3:41 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପରେ 26 ତାରିଖରେ ଭାରତ ଓ ପାକିସ୍ତାନର ବାଲଘାଟ ଓ ବହାଲପୁରରେ ଏୟାର ଷ୍ଟ୍ରାଇକ ହୋଇଥିଲା । ଏହାପରେ ଏବେ ଦୁଇ ଦେଶ ମଧ୍ୟରେ ଲାଗିରହିଛି ଉତ୍ତେଜନା । ଏହି ସମୟରେ ଭାରତ-ପାକିସ୍ତାନ ଭିତରେ ମିତ୍ରତା ଦର୍ଶାଯାଉଥିବା ସମଝୌତା ଏକ୍ସପ୍ରେସ ରବିବାର 12 ଜଣ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଯାତ୍ରା ଆରମ୍ଭ କରିଛି ।

ରେଳ ପ୍ରଶାସନ ସହ ଜଡିତ ଅଧିକାରୀଙ୍କ କହିବା ଅନୁସାରେ, ସମଝୌତା ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ପାକିସ୍ତାନର । ନଅଟି ବଗି ଥିବା ଏହି ଟ୍ରେନ ଗୋଟିଏ ସପ୍ତାହରେ ଦୁଇଥର ଯାତ୍ରା କରିଥାଏ । ଅନ୍ୟପଟେ ରେଳ ସୁରକ୍ଷାବଳର ଇନସ୍ପେକ୍ଟର ମନୋଜ କୁମାର କହିଛନ୍ତି, ସମସ୍ତ ଯାତ୍ରୀ ପାକିସ୍ତାନର । ସେମାନଙ୍କର ସବୁ ଜିନିଷପତ୍ର ଭଲ ଭାବରେ ଯାଞ୍ଚ ପରେ ଯାତ୍ରା କରିବା ପାଇଁ ଅନୁମିତି ଦିଆଯାଇଛି ।

ଭାରତ-ପାକିସ୍ତାନ ଭିତରେ ବନ୍ଧୁତା ଜାରି ରଖିବା ପାଇଁ ଏହି ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଛି । ଏହାପୂର୍ବରୁ ଅଟାରୀରୁ ଲାହୋର ପର୍ଯ୍ୟନ୍ତ ରେଳ ଚଳାଚଳ ହେଉଥିଲା ଏଥିଲାଗି ସମଝୌତା ଏକ୍ସପ୍ରେସ ଚଳାଚଳରେ କୌଣସି ବାଧା ଉପୁଜିନାହିଁ । ପାକିସ୍ତାନ ଉପରେ ଆକ୍ରମଣ ପରେ ଏହି ଏକ୍ସପ୍ରେସକୁ ଫେବୃୟାରୀ 28 ତାରିଖରେ ରଦ୍ଦ କରିଦିଆଯାଇଥିଲା ।

ସ୍ଲଗ- ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ପୁର୍ବରୁ ବ୍ରହ୍ମପୁରରେ ବିଜେପି ଓ କ°ଗ୍ରେସ ଦଳର ବହୁ କର୍ମକର୍ତ୍ତା ଅଟକ..
ଫର୍ମାଟ-ଏଭିଓ+ବାଇଟ୍,
 ରିପୋର୍ଟର-ସମୀର ଆଚାର୍ଯ୍ୟ-ବ୍ରହ୍ମପୁର
ତାରିଖ-୦୩/୦୩/୨୦୧୯ (ଭିଜୁଆଲ FTP ରେ ଏବଂ ବାଇଟ MAJO ରେ ଯାଇଛି .)
ଆଙ୍କର- ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗ୍ରସ୍ତ ପୁର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ବିଜେପି ଓ କ°ଗ୍ରେସ ଦଳର ବହୁ କର୍ମକର୍ତ୍ତା ଙ୍କୁ ପୋଲିସ ଅଟକ ରଖିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ସହରର ଗାନ୍ଧୀ ନଗର ଛକରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ସହରର ଜାନିବିଲି ପ୍ରକଳ୍ପ ଉଦଘାଟନ କରାଯାଉଥିବା ବେଳେ ଏହା ସ°ପୂର୍ଣ୍ଣ ହୋଇପାରିନଥିବା ଅଭିଯୋଗ କରି ମୁହ° ରେ କଳାକନା ବାନ୍ଧି ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ଙ୍କ ସମେତ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ପୋଲିସ ଉଠାଇନେଇଥିବା ବେଳେ ଅନ୍ୟପଟେ ବିଜେପି ନେତା ରାମ କୁମାର ପାତ୍ର ଙ୍କ ସମେତ ତାଙ୍କ ସମର୍ଥକ ଙ୍କୁ ସ୍ଥାନୀୟ ରେଳ ଷ୍ଟେସନ ରେ ଏକ କାର୍ଯ୍ୟକ୍ରମ ରୁ ପୋଲିସ ଅଟକ ରଖିଥିଲା ।ସେହିପରି କ°ଗ୍ରେସ ଦଳର କିଛି କର୍ମକର୍ତ୍ତା ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ଦୃଷ୍ଟିରେ ରଖି ଅଟକ ରଖାଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 
ବାଇଟ୍- କାହ୍ନୁଚରଣ ପତି
(ଜିଲ୍ଲା ବିଜେପି ସଭାପତି, ବ୍ରହ୍ମପୁର)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.