ETV Bharat / bharat

ଏକାଠି ବାହା ହେଲେ 1100 ହିନ୍ଦୁ, ମୁସଲିମ ଦମ୍ପତି - ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ

ଗତ ଶନିବାର ଅହମ୍ମଦାବାଦରେ ଆୟୋଜିତ ଏକ ସାମୂହିକ ବିବାହ ସମାରୋହରେ ହିନ୍ଦୁ ଏବଂ ମୁସଲିମ ଜାତିର ମୋଟ 1100ଟି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଧିକ ପଢନ୍ତୁ...

1100 couples including both Hindu and Muslim couples
ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ
author img

By

Published : Feb 9, 2020, 11:03 AM IST

ଗାନ୍ଧୀନଗର: ଆପଣ ଭିନ୍ନ ଭିନ୍ନ ବିବାହ ଉତ୍ସବରେ ଯୋଗ ଦେଇଥିବେ । କିନ୍ତୁ କେବେ ଗୋଟିଏ ସଭାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ବିବାହ ଦେଖିଛନ୍ତି କି? ଯଦି ନାଁ ତେବେ ଆମେ ଆପଣଙ୍କୁ ଏକ ଏପରି ବିବାହ ଉତ୍ସବ ସମ୍ପର୍କରେ ଜଣାଇବୁ ଯେଉଁଠି ଗୋଟିଏ ସମାରୋହରେ ହିନ୍ଦୁ ଏବଂ ମୁସଲିମର 1100 ଦମ୍ପତି ଏକାଠି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ

ଗତ ଶନିବାର ଅହମ୍ମଦାବାଦରେ ଆୟୋଜିତ ଏକ ସାମୂହିକ ବିବାହ ସମାରୋହରେ ହିନ୍ଦୁ ଏବଂ ମୁସଲିମ ଜାତିର ମୋଟ 1100ଟି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ବିବାହ ସମାରୋହ ଏକ ପବ୍ଲିକ ଟ୍ରଷ୍ଟ ଦ୍ବାରା ଆୟୋଜିତ କରାଯାଇଥିଲା । ଯେଉଁଠି ବିବାହ ପରେ ଦମ୍ପତିମାନଙ୍କୁ ଉପହାର ଦିଆଯାଇଥିଲା ।

Intro:Body:

Gujarat: 1100 couples, including both Hindu and Muslim couples, tied the knot at a mass wedding ceremony, organised in Ahmedabad yesterday. The mass wedding was organised by a Public Trust. The couples were also given gifts after their wedding.

રિવરફ્રન્ટ પર હિન્દુ-મુસ્લિમ સમાજનાં 1100 યુગલનાં સમૂહલગ્ન, 15 પંડિત અને 10 મૌલાનાએ લગ્નવિધિ કરી

અમદાવાદ: પાલડીમાં રિવરફ્રન્ટ પર આવેલા ઇવેન્ટ સેન્ટર પર ઈસા ફાઉન્ડેશન એજ્યુકેશન ઇન્ડિયા પબ્લિક ટ્રસ્ટે સર્વધર્મ સમૂહલગ્નનું આયોજન કર્યું હતું, જેમાં હિન્દુ, મુસ્લિમ સમાજનાં 1100 યુગલો લગ્નગ્રંથિથી જોડાયાં હતાં. 15 પંડિતો અને 10 મૌલાનાએ લગ્નની વિધિ કરાવી હતી. સમૂહલગ્નના ભોજન સમારંભમાં દાળ, ભાત અને મિષ્ટાન્ન એમ ત્રણ વાનગી પીરસવામાં આવી હતી. ગયા વર્ષે પણ ઈસા ફાઉન્ડેશન એજ્યુ. ઈન્ડિયા પબ્લિક ટ્રસ્ટનો સમૂહલગ્ન યોજાયો હતો. જ્યારે શનિવારે ટ્રસ્ટનો 8મો સર્વધર્મ સમૂહ લગ્નોત્સવ યોજાયો. આ સમૂહ લગ્નોત્સવમાં 1 લાખ રૂપિયાની વસ્તુઓ કરિયાવરમાં આપવામાં આવી હતી. ટ્રસ્ટ દ્વારા છેલ્લાં 6 વર્ષથી આ પ્રકારના સમૂહલગ્નનું આયોજન કરવામાં આવે છે. ટ્રસ્ટના પ્રમુખ મૌલાના હબીબ અહમદે જણાવ્યું કે, ગત વર્ષે હિન્દુ, મુસ્લિમ સમાજનાં 501 યુગલનાં સમૂહલગ્નનું આયોજન કરવામાં આવ્યું હતું.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.