ETV Bharat / bharat

1 ଘଣ୍ଟାର ସଂଘର୍ଷ ପରେ ମତଦାନ କଲେ 110 ବର୍ଷିୟା ବୃଦ୍ଧା

ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ଭୋଟ ଦେଲେ 110 ବର୍ଷିୟା ବୃଦ୍ଧା । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା...

author img

By

Published : Dec 12, 2019, 12:30 PM IST

110 year old woman voted in hazaribagh
ଫଟୋ ସୌଜନ୍ୟ: ଇଟିଭି ଭାରତ

ରାଞ୍ଚି: ଚାଲିବାକୁ ଦେହରେ ଶକ୍ତି ନାହିଁ । ତଥାପି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ 110 ବର୍ଷିୟା ବୃଦ୍ଧା । ନିଜର ମତାଧିକାର ସାବ୍ୟସ୍ତ କରିବାରୁ ହ୍ବିଲ ଚେୟାର ସାହାଯ୍ୟରେ ମତଦାନ କେନ୍ଦ୍ରକୁ ଆସିଥିଲେ ସେ । ହେଲେ ଘରେ ଭୁଲିଯାଇଥିଲେ ନିଜର ପରିଚୟ ପତ୍ର । ଫଳରେ ତାଙ୍କୁ ଭୋଟ ଦେବାପାଇଁ ଅନୁମତି ଦିଆଯାଇନଥିଲା । ତଥାପି ହାର ମାନି ନଥିଲେ ବୃଦ୍ଧା । ଭୋଟ ଦେବା ପାଇଁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମତଦାନ କେନ୍ଦ୍ର ଆଗରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଘଟଣାଟି ଝାଡଖଣ୍ଡ ହଜାରିବାଗ ମତଦାନ କେନ୍ଦ୍ରର । ଝାଡଖଣ୍ଡ ବିଧାନସଭା ଲାଗି ଗୁରିବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ବୃଦ୍ଧା ଜଣକ ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ପରିବାର ସହ ମତଦାନ କେନ୍ଦ୍ର ଆସିଥିଲେ । କିନ୍ତୁ ପରିଚୟ ପତ୍ର ନଥିବାରୁ ତାଙ୍କୁ ଭୋଟ ଦେବାରୁ ରୋକା ଯାଇଥିଲା । ତେବେ ତାଙ୍କ ପାଖରେ ଭୋଟର ଲିଷ୍ଟର ତାଲିକା ରହିଥିଲା, ଯେଉଁଥିରେ ତାଙ୍କ ନାମ ସହ କ୍ୟୁଆର କୋଡ ମଧ୍ୟ ଥିଲା । ହେଲେ ବିନା ପରିଚୟ ପତ୍ରରେ ଭୋଟ ଦେବାର ଅନୁମତି ଦେଇନଥିଲେ ଅଧିକାରୀ । ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ତାଙ୍କ ପରିବାରର ଜଣେ ସଦସ୍ୟ ଘରକୁ ଯାଇ ପରିଚୟ ପତ୍ର ଆଣିଥିଲେ ଏବଂ ବୃଦ୍ଧା ଜଣକ ଭୋଟ ଦେଇଥିଲେ ।

Intro:लोकतंत्र में सभी की भागीदारी हो कि से लेकर आयोग कई तरह के कार्यक्रम का आयोजन करता रहा है। यहां तक की मतदाताओं को जागरूक करने का भी प्रयास किया गया है। लेकिन हजारीबाग में एक अजीबोगरीब मामला आया है। जिसमें वर्ष की110 वर्ष की महिला को वोट देने से रोक दिया गया क्योंकि उनके पास पहचान पत्र नहीं है। यह मतदान केंद्र 450 में वोट देने के लिए पहुंची थी। बाद में उनके परिजनों ने पहचान पत्र लाया और उन्हें वोट दिलाया।

Body:हजारीबाग के बाद में 110 वर्ष की महिला समरी वोट देने के लिए पहुंची थी। उनकी उम्र के कारण वह चल नहीं पाती है। इस कारण उसके परिजनों ने गोद में उठाकर मतदान केंद्र लाया गया। लेकिन उनके पास अपना पहचान पत्र उस वक्त नहीं था इस कारण उन्हें 1 घंटे तक जद्दोजहद करना पड़ा । बाद में उनके परिजनों के द्वारा घर से जाकर पहचान पत्र लाया गया और उन्हें वोट दिलाया गया। दरअसल 110 वर्ष महिला समरी के पास पर्ची थी। जिस पर्ची में क्यूआर कोड भी था। लेकिन पीठासीन पदाधिकारी के द्वारा साफ तौर से कहा गया कि जब तक पहचान पत्र नहीं होगा वोट नहीं देने दिया जाएगा। ऐसे में परिजन काफी परेशान रहे और बाद में उन्होंने घर से पहचान पत्र लाया और मतदान कराया।

Conclusion:जिस तरह से एक वृद्ध महिला ने घर से निकल कर वोट करने के लिए मतदान केंद्र पहुंची यह काबिले तारीफ है। लेकिन निर्वाचित पदाधिकारी को भी यह बात सोचनी चाहिए कि उनके जज्बे को सलाम करें ना कि उन्हें परेशान।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.