ETV Bharat / bharat

ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର: 19 ହଜାର ପାର ଆକ୍ରାନ୍ତ

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର ପାର କରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର 63 ଛୁଇଁଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର: 19 ହଜାର ପାର ଆକ୍ରାନ୍ତ
ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର: 19 ହଜାର ପାର ଆକ୍ରାନ୍ତ
author img

By

Published : May 9, 2020, 12:34 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ଏଠାରେ 1000 ଉପରେ କେସ ବାହାରୁଛି । ଶୁକ୍ରବାର 1089 ପଜିଟିଭ ସ୍ପଷ୍ଟ ହୋଇଛି ।

ଫଳରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର ପାର କରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର 63 ଛୁଇଁଛି । ସେହିପରି ଶୁକ୍ରବାର 37 ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି ।

ଏବେ ଯାଏଁ ମୋଟ 3470 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି ମୁମ୍ବାଇରେ 24 ଘଣ୍ଟାରେ 748ଟି ନୂଆ ମାମଲା ବାହାରିଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର 967 ରହିଛି । ଧାରାବି ବସ୍ତିରେ ଶୁକ୍ରବାର 25ଟି ନୂଆ ପଜିଟିଭ ଚିହ୍ନଟ ସହ ମୋଟ 808 ଆକ୍ରାନ୍ତ ଅଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା 26 ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.