ETV Bharat / bharat

ଲକଡାଉନ ପ୍ରଭାବ: ଗୋଆରୁ ଲଣ୍ଡନ ଗଲେ 106 ବିଦେଶୀ ନାଗରିକ

ଲକଡାଉନ ହେତୁ ଅନେକ ବିଦେଶୀ ନାଗରିକ ଭାରତରେ ଫସି ରହିଥିବାବେଳେ, 106 ଜଣ ବିଦେଶୀ ନାଗରିକ ସ୍ବତନ୍ତ୍ର ବିମାନ ଯୋଗେ ଗୋଆରୁ ଲଣ୍ଡନ ଯାଇଛନ୍ତି । ଅଧିତକ ପଢନ୍ତୁ...

author img

By

Published : Apr 19, 2020, 11:51 AM IST

lockdown
ଗୋଆରୁ ଲଣ୍ଡନ ଗଲେ 106 ବିଦେଶୀ ନାଗରିକ

ପାଣାଜୀ: କୋରୋନା ମହାମାରୀ ହେତୁ ମେ 3 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହି ଲକଡାଉନ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ନିଷେଧ ରହିଛି । ସମସ୍ତ ଭ୍ରମଣକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି କାରଣରୁ, ଯେଉଁଠାରେ ଅନେକ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି, ସେତେବେଳେ ଅନେକ ବିଦେଶୀ ନାଗରିକ ମଧ୍ୟ ଭାରତରେ ଫସି ରହିଛନ୍ତି ।

lockdown
ଗୋଆରୁ ଲଣ୍ଡନ ଗଲେ 106 ବିଦେଶୀ ନାଗରିକ

ସେହିପରି 106 ଜଣ ବିଦେଶୀ ନାଗରିକ ଗୋଆରେ ଫସି ରହିଥିଲେ । ସମସ୍ତ ଯାତ୍ରୀ ଶନିବାର ଏକ ସ୍ୱତନ୍ତ୍ର ବିମାନରେ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି । ବିମାନରେ ବସିବା ପୂର୍ବରୁ ସମସ୍ତ ନାଗରିକଙ୍କ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ସ୍କ୍ରିନିଂ କରାଯାଇଥିଲା । ଅନ୍ୟପଟେ ମହାରାଷ୍ଟ୍ର ପୁନେରେ ଫଶିରହିଥିବା ବାହାରିନର 125 ନାଗରିକ ଶନିବାର ଏକ ସ୍ୱତନ୍ତ୍ର ବିମାନରେ ନିଜ ଦେଶକୁ ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.