ETV Bharat / bharat

ଛଠ ପର୍ବ: ଗଙ୍ଗାରେ 1 ହଜାର 25 ଦୀପ ଦାନ

ଦେଶରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଛଠ ପୂଜା ଅବସରରେ ଉତ୍ତର ପ୍ରଦେଶର ଋଷିକେଶସ୍ଥିତ ଗଙ୍ଗାନଦୀରେ 1 ହଜାର 25 ଦୀପ ଦାନ କରାଯାଇଛି।

author img

By

Published : Nov 2, 2019, 9:44 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ଚାଲିଛି ଆସ୍ଥା ଓ ବିଶ୍ବାସର ପର୍ବ ଛଠ ପୂଜା । ବ୍ରତଧାରୀ ଉପବାସ ରଖି ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରି ପୂଜାର୍ଚ୍ଚନା କରୁଛନ୍ତି। ଦେବନଗରୀ ଉତ୍ତରାଖଣ୍ଡର ଋଷିକେଶରେ ଥିବା ତ୍ରିବେଣୀ ଘାଟରେ 25 ବର୍ଷ ଧରି ଏହି ପୂଜା ପାଳିତ ହୋଇଥା ବିଶ୍ୱାସର ପର୍ବ ଛଠ।

ତୀର୍ଥ ନଗରୀ ଋଷିକେଶରେ ପୂର୍ବ ଉତ୍ତର ପ୍ରଦେଶ ଓ ବିହାରର ଲୋକଙ୍କ ଦ୍ବାରା 25 ବର୍ଷଧରି ଆନନ୍ଦ ଉଲ୍ଲାସ ସହ ଛଠ ପର୍ବ ପାଳନ କରାଯାଇଥାଏ। ଆଉ ଏହାକୁ ସୁପରିଚାଳନ କରିବା ପାଇଁ ଏକ ସଂସ୍ଥାର ମଧ୍ୟ ନିର୍ମାଣ କରାଯାଇଛି । ଚଳିତ ବର୍ଷ ପୂଜା ଉପଲକ୍ଷେ ଆୟୋଜକ ଋଷିକେଶସ୍ଥିତ ଗଙ୍ଗାନଦୀରେ 1 ହଜାର 25ଟି ଦୀପଦାନ କରିଛନ୍ତି । ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଦୀପ ଲଗାଇ ଛଠ ମାତାଙ୍କ ଆଳତୀ କରିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆୟୋଜକ ରାମକୃପାଳ ଗୌତମ କହିଛନ୍ତିଯେ, ଛଠ ମାତାଙ୍କ ପୂଜାର୍ଚ୍ଚନା ସହ ଦୀପ ଦାନ କରି ମା’ ଗଙ୍ଗାକୁ ପ୍ରାର୍ଥନା କରାଯାଇଛି । ଦେଶରେ ସୁଖ ଶାନ୍ତି ଭରି ରହିବାସହ ଆସନ୍ତା ଭବିଷ୍ୟତ ଯେପରି ଉଜ୍ବଳ ହେବ ସେ ନେଇ ପ୍ରାର୍ଥନା କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.