ETV Bharat / bharat

ମହାରାଷ୍ଟ୍ରରେ କୋରୋନାର ଭୟାନକ ଚିତ୍ର, ଗୋଟିଏ ଦିନରେ 1008 କେସ

author img

By

Published : May 1, 2020, 11:22 PM IST

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଶୁକ୍ରବାର 1008ଟି ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର ପାର କରିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନାର ଭୟାନକ ଚିତ୍ର, ଗୋଟିଏ ଦିନରେ 1008 କେସ
ମହାରାଷ୍ଟ୍ରରେ କୋରୋନାର ଭୟାନକ ଚିତ୍ର, ଗୋଟିଏ ଦିନରେ 1008 କେସ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଗୋଟିଏ ଦିନରେ 1000 ଉପରକୁ କେସ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର 506 ଛୁଇଁଛି ।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ, ଶୁକ୍ରବାର 1008ଟି ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର ପାର କରିଛି । ଏହାସହ 459 ଜଣଙ୍କର ଏବେ ଯାଏଁ ମୃତ୍ୟୁ ହୋଇଛି ।

ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାୟା ନଗରୀ ମୁମ୍ବାଇ । କେବଳ ଏଠାରେ 7625 ମାମଲା ଚିହ୍ନଟ ହୋଇଛି । ଶୁକ୍ରବାର 751ଟି ନୂଆ ଆକ୍ରାନ୍ତ ବାହାରିଥିବାର ଗ୍ରେଟର ମୁମ୍ବାଇର ପୌରପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.