ETV Bharat / bharat

ଆଲିଗଡରେ ଲକଡାଉନ୍ ନିୟମ ଉଲ୍ଲଂଘନ, 100ଜଣଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Apr 29, 2020, 10:57 AM IST

ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ 100ଜଣଙ୍କ ନାଁରେ ମାମଲା ରୁଜୁ । ଅଧିକ ପଢନ୍ତୁ...

lockdown violation
ଆଲିଗଡରେ ଲକଡାଉନ୍ ନିୟମ ଉଲଂଘନ

ଲକ୍ଷ୍ନୌ: ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ 100ଜଣଙ୍କ ନାଁରେ ମାମଲା ରୁଜୁ । ଉତ୍ତରପ୍ରଦେଶ ଆଲିଗଡର ଜଙ୍ଗଲଗରୀ ଅଞ୍ଚଳର 100ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଯେଉଁଥିରେ ଲୋକମାନେ ମାସ୍କ ନ ପିନ୍ଧି ଗୋଷ୍ଠୀ ମଧ୍ୟରେ ବୁଲାବୁଲି କରୁଥିଲେ ଓ ସାମାଜିକ ଦୂରତାର ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଇଥିଲା।

ଦିଲ୍ଲୀ ଗେଟ୍ ପୋଲିସ୍ ଷ୍ଟେସନରେ ଧାରା 269/188 ଏବଂ କ୍ରାଇମବ୍ରାଞ୍ଚ ନମ୍ବର 151/20 ରେ ପାଣ୍ଡେମିକ୍ ଆକ୍ଟ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି।

ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମୟରେ, ଆଲିଗଡରେ ପ୍ରାୟ 25 କୋରୋନା ଭାଇରସ ପଜିଟିଭ୍ ରୋଗ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.